ବାଲେଶ୍ୱର ରେଳ ଦୁର୍ଘଟଣା ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ Darshana Jun 6, 2023 0 ସିବିଆଇର ୧୦ ଜଣିଆ ଟିମ୍ ବାହାନଗା ରେଳ ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ଋଷିଆରେ ୟୁକ୍ରେନର ପ୍ରତିଆକ୍ରମଣ Darshana Jun 6, 2023 0 ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଋଷ ଦ୍ୱାରା ଦଖଲ କରାଯାଇଥିବା ଅଞ୍ଚଳକୁ ପୁନରୁଦ୍ଧାର କରାଯିବ
ସୁନ୍ଦରଗଡ଼: ଭିଜିଲାନ୍ସ ସ୍କାନରରେ ଆରଡବ୍ଲୁଡି ଆସିଷ୍ଟାଣ୍ଟ ଇଞ୍ଜିନିୟର Darshana Jun 6, 2023 0 ସୁନ୍ଦରଗଡ଼ର ୭ଟି ସ୍ଥାନରେ ଚଢାଉ ଜାରି ରହିଛି
ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ କୁସ୍ତିଯୋଦ୍ଧା Darshana Jun 5, 2023 0 ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସୂଚନା ମିଳିଛି
ବିଳମ୍ବରେ ଆସିପାରେ ମୌସୁମୀ: ଆଇଏମଡି Darshana Jun 5, 2023 0 ଦକ୍ଷିଣ ଆରବ ସାଗରରେ ପଶ୍ଚିମ ପବନ ବୃଦ୍ଧି ପାଉଥିବାରୁ ସ୍ଥିତି ଅନୁକୂଳ ହେବାରେ ଲାଗିଛି
‘ମହାଭାରତ’ର ଶକୁନି ମାମା ତଥା ଗୁଫି ପେଣ୍ଟାଲଙ୍କ ପରଲୋକ Darshana Jun 5, 2023 0 ଗୁଫିଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ବୟସ ହୋଇଥିଲା
ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର Darshana Jun 5, 2023 0 ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଜଣାପଡିଛି
ଇଟାମାଟି ଶ୍ରୀ ଜଗନ୍ନାଥ ମନ୍ଦିର ବେଢାରେ ପବିତ୍ର ସ୍ନାନ ପୂର୍ଣମୀ ପାଳିତ Darshana Jun 5, 2023 0 ଶ୍ରୀ ଯଜ୍ଞଦତ୍ତ ରଥ ଓ ପ୍ରଜ୍ଞାଦତ୍ତ ରଥ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଶଣ କରିଥିଲେ
ବରଗଡ଼ରେ ଆଉ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ Darshana Jun 5, 2023 0 ବରଗଡ଼ ଜିଲ୍ଲାରେ ସୋମବାର ସକାଳେ ଘଟିଛି ଏହି ଦୁର୍ଘଟଣା
ଓଡ଼ିଶାର ୩ଟି ସହରରୁ କୋଲକାତାକୁ ଯାତ୍ରା କଲା ୫୯ଟି ବସ୍ Darshana Jun 5, 2023 0 ପୁରୀ, କଟକ ଓ ଭୁବନେଶ୍ୱରରୁ କୋଲକାତାକୁ ଟ୍ରେନ୍ ଚଳାଚଳ ସ୍ବାଭାବିକ ନ ହେବା ପର୍ୟ୍ୟନ୍ତ ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଉପଲବ୍ଧ ହେବ