Author
Darshana
ସ୍ୱତନ୍ତ୍ର ୭୫ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିବେ ମୋଦି
୫ ଟଙ୍କିଆ ମୁଦ୍ରା ଚାରି ପ୍ରକାର ଧାତୁର ମିଶ୍ରଣରେ ତିଆରି ହେବ
ମେ ୨୯ରୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଜୁନ ୨୦ ଅନଲାଇନ ଫର୍ମ ଦାଖଲ କରିବାର ଶେଷ ତାରିଖ
ତାଣ୍ଡବ ରଚିଲା କାଳବୈଶାଖୀ ; କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି
ଆସନ୍ତା ୨୪ ଘଂଟା ଯାଏଁ ଲାଗି ରହିପାରେ ବର୍ଷା
ପଥରରେ ଛେଚି ହତ୍ୟା ଘଟଣା,୨ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ସଇଁନ୍ତଲା ପୁଲିସ
ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଙ୍କ ସୂଚନା
ଅଣ୍ଡାରୁ ଛୁଆ ଫୁଟାଇଲା ଘଡ଼ିଆଳ, ଜନ୍ମନେଲେ ୩୦ରୁ ଉର୍ଦ୍ଧ୍ୱ ଛୁଆ
କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି।
ଗଜପତିରେ ବିଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ସ୍ୱାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।
ଉତରାଖଣ୍ଡ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୧୦୦ ପ୍ରତିଶତ ବିଦ୍ୟୁତିକରଣକୁ ମଧ୍ୟ ଉଦଘାଟନ କରିଛନ୍ତି ।
ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବ ପାକିସ୍ତାନ ସରକାର
ପିଟିଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଂସଦକୁ ଅନୁମୋଦନ ପାଇଁ ପଠାଯିବ ।