ନୟାଗଡରେ ବିଜେଡିର ଦଳୀୟ ନିଯୁକ୍ତି

ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ଦଳର ସଦସ୍ୟମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି ।

ବିଜେଡି ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି

ଭୁବନେଶ୍ୱର,୯/୯: ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନୟାଗଡ ଜିଲ୍ଲାରେ ଦଳର ନିମ୍ନଲିଖିତ ସଦସ୍ୟମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି ।
ଜିତେନ୍ଦ୍ର କୁମାର ରଣସିଂହ ସମ୍ପାଦକ : ବିଜେଡି, ଜିଲ୍ଲା କମିଟି
ଶିବ ପ୍ରସାଦ ଷଡଙ୍ଗୀ(ପୂର୍ବତନ ଅଧ୍ୟକ୍ଷ) : ବିଜେଡି ସଭାପତି, ଭାପୁର ବ୍ଲକ
ବେଣୁଧର ପ୍ରଧାନ(ଉପାଧ୍ୟକ୍ଷ) : କାର୍ଯ୍ୟକାରୀ ସଭାପତି, ବିଜେଡି ଭାପୁର ବ୍ଲକ