ଦଳରୁ ବହିଷ୍କାର ହେଲେ ନୀଳମଣି ଦେହୁରୀ

ତେଲକୋଇ ବ୍ଲକର ବିଜେଡି ସଭାପତି ନୀଳମଣି ଦେହୁରୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି ନବୀନ ପଟ୍ଟନାୟକ।

ବିଜେଡି ସଭାପତିଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ବର, ୦୧/୦୨/୨୦୨୪: ଦଳ ବିରୋଧୀ କାର୍ଯ୍ୟ କଡା ଆକ୍ସନ ନେଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ନୀଳମଣି ଦେହୁରୀଙ୍କୁ ଦଳରୁ ବହିଷ୍କାର କରିଛନ୍ତି ଶ୍ରୀ ପଟ୍ଟନାୟକ।