ଲୋକସଭା ନିର୍ବାଚନ: ବିଜେପିର ପ୍ରାର୍ଥୀ ତାଲିକା ଜାରି

ଲୋକସଭା ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ବିଜେପି ପ୍ରାର୍ଥୀ ତାଲିକା ଜାରି କରିଛି।

୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର, ୨୪/୦୩/୨୦୨୪: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ପ୍ରାର୍ଥୀ ତାଲିକା ଜାରି କରିଛି। ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୮ଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ରହିଛି।

ନାମ ଘୋଷଣା କରା ଯାଇଥିବା ପ୍ରାର୍ଥୀଙ୍କ ତାଲିକା ତାଲିକା ନିମ୍ନରେ ଦିଆଯାଇଛି:

ଧର୍ମେନ୍ଦ୍ର ପ୍ରଧାନ – ସମ୍ବଲପୁର

ସମ୍ବିତ ପାତ୍ର – ପୁରୀ

ବୈଜୟନ୍ତ ପଣ୍ଡା – କେନ୍ଦ୍ରାପଡ଼ା

ଅପରାଜିତା ଷଡ଼ଙ୍ଗୀ – ଭୁବନେଶ୍ୱର

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ – ବାଲେଶ୍ୱର

ସଙ୍ଗୀତା କୁମାରୀ ସିଂହଦେଓ – ବଲାଙ୍ଗୀର

ପ୍ରଦୀପ କୁମାର ପାଣିଗ୍ରାହୀ – ବ୍ରହ୍ମପୁର

ପ୍ରଦୀପ ପୁରୋହିତ- ବରଗଡ

ଅନିତା ଶୁଭଦର୍ଶିନୀ – ଆସ୍କା

ରୁଦ୍ର ନାରାୟଣ ପାଣି – ଢେଙ୍କାନାଳ

ମାଲବିକା କେଶରୀ ଦେଓ – କଳାହାଣ୍ଡି

ଜୁଏଲ ଓରାମ- ସୁନ୍ଦରଗଡ଼ (ଏସଟି)

ଅନନ୍ତ ନାୟକ – କେନ୍ଦୁଝର (ଏସ୍ ଟି)

ନବ ଚରଣ ମାଝୀ – ମୟୂରଭଞ୍ଜ (ଏସ୍ ଟି)

ଅବିମନ୍ୟୁ ସେଠୀ – ଭଦ୍ରକ (ଏସ୍ ସି)

ବଳଭଦ୍ର ମାଝୀ – ନବରଙ୍ଗପୁର (ଏସ୍ ଟି)

ବିଭୁ ପ୍ରସାଦ ତରାଇ – ଜଗତସିଂହପୁର (ଏସ୍ ସି)

କେଳାରାମ ମାଝୀ- କୋରାପୁଟ (ଏସଟି)