କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା

କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

୮ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ବର, ୦୨/୦୪/୨୦୨୪: ବିଜେଡି ଓ ବିଜେପି ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମଙ୍ଗଳବାର ଓଡିଶାର ଲୋକସଭା ଓ ବିଧାନସଭା ଆସନ ପାଇଁ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ଓଡ଼ିଶାର ୮ଟି ଲୋକସଭା ଓ ୪୯ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା –

୧. ବରଗଡ଼ – ସଞ୍ଜୟ ଭୋଇ
୨. ସୁନ୍ଦରଗଡ଼ – ଜନାର୍ଦ୍ଦନ ଦେହୁରୀ
୩. ବଲାଙ୍ଗୀର – ମନୋଜ ମିଶ୍ର
୪. କଳାହାଣ୍ଡି – ଦ୍ରୌପଦୀ ମାଝୀ
୫. ନବରଙ୍ଗପୁର – ଭୁଜବଳ ମାଝୀ
୬. କନ୍ଧମାଳ- ଅମିର ଚାନ୍ଦ ନାୟକ
୭. ବ୍ରହ୍ମପୁର- ରଶ୍ମି ରଞ୍ଜନ ପଟ୍ଟନାୟକ
୮. କୋରାପୁଟ- ସପ୍ତଗିରି ଉଲାକା

ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତାଲିକା-

୧.ପଦ୍ମପୁର – ଟଙ୍କଧର ସାହୁ
୨.ବିଜେପୁର – କିଶୋର ଦଫାଦାର
୩. ବରଗଡ଼ – ନିପନ କୁମାର ଦାଶ
୪. ଭଟଲି – ବ୍ରହ୍ମା ମହାକୁଡ଼
୫. ବ୍ରଜରାଜନଗର – କିଶୋର ଚନ୍ଦ୍ର ପଟେଲ
୬. ତାଳସରା (ଏସ୍ ଟି) – ପ୍ରବୋଧ ତିର୍କୀ
୭. ସୁନ୍ଦରଗଡ଼ (ଏସ୍ ଟି)- ସୁଧାରାଣୀ ରାଉଡ଼ିଆ
୮. ବୀରମିତ୍ରପୁର – ବାମପନ୍ଥୀ
୯. ରଘୁନାଥପାଲି (ଏସ୍ ସି) – ଗୋପାଳ ଦାସ
୧୦. ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
୧୧. ରାଜଗାଙ୍ଗପୁର (ଏସ୍ ଟି) – ରାଜେନ୍ ଏକ୍କା
୧୨. ବୋନାଇ (ଏସଟି) – ବାମପନ୍ଥୀ
୧୩. ଲୋଇସିଂହା (ଏସ୍ ସି) – ଓମ୍ ପ୍ରକାଶ କୁମ୍ଭାର
୧୪. ପାଟଣାଗଡ଼ – ଅନିଲ ମେହେର
୧୫. ବଲାଙ୍ଗୀର – ସମରେନ୍ଦ୍ର ମିଶ୍ର
୧୬. କଣ୍ଟାବାଞ୍ଜି – ସନ୍ତୋଷ ସିଂ ସାଲୁଜା
୧୭. ନୂଆପଡ଼ା – ଶରତ ପଟ୍ଟନାୟକ
୧୮.ଉମରକୋଟ (ଏସ୍ ଟି)- ସନରାଜ ଗଣ୍ଡ
୧୯. ଝରିଗାଁ (ଏସ୍ ଟି) – ହରବତୀ ଗୋଣ୍ଡ
୨୦. ନବରଙ୍ଗପୁର (ଏସ୍ ଟି)- ଦିଲୀପ ପ୍ରଧାନ
୨୧. ଡାବୁଗାଁ (ଏସ୍ ଟି) – ଡ. ଲିପିକା ମାଝୀ
୨୨. ଲାଞ୍ଜିଗଡ଼ (ଏସ୍ ଟି)- ବଳଭଦ୍ର ମାଝୀ
୨୩. ଜୁନାଗଡ଼ – ତୁଳେଶ୍ୱର ନାୟକ
୨୪. ଧର୍ମଗଡ଼ – ରଶ୍ମିରେଖା ରାଉତ
୨୫. ଭବାନୀପାଟଣା (ଏସ୍ ସି) – ସାଗର ଚରଣ ଦାସ
୨୬. ନର୍ଲା – ଭକ୍ତ ଚରଣ ଦାସ
୨୭. ବାଲିଗୁଡ଼ା (ଏସ୍ ଟି)- ସୁରଦା ପ୍ରଧାନ
୨୮. ଜି ଉଦୟଗିରି (ଏସ୍ ଟି) – ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
୨୯. ଫୁଲବାଣୀ (ଏସ୍ ଟି)- ପ୍ରତିଭା କହଁର
୩୦. କଣ୍ଟାମାଳ – ମନୋଜ କୁମାର ଆଚାର୍ଯ୍ୟ
୩୧. ବୌଦ୍ଧ- ନବ କୁମାର ମିଶ୍ର
୩୨. ବଞ୍ଜନଗର- ପ୍ରଶାନ୍ତ ବିଷୋୟୀ
୩୩. ପୋଲସରା- ଅଗସ୍ତି ବରଦା
୩୪. କବିସୂର୍ଯ୍ୟନଗର- ଚିରଞ୍ଜୀବୀ ବିଷୋୟୀ
୩୫. ସୁରଡା- ହରିକୃଷ୍ଣ ରଥ
୩୬. ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
୩୭. ଚିକିଟି- ରବୀନ୍ଦ୍ର ନାଥ ଜ୍ଞାନ ସାମନ୍ତରାୟ
୩୮. ମୋହନା -ଦଶରଥୀ ଗମାଙ୍ଗ
୩୯. ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
୪୦ ଗୁଣୁପୁର- ସତ୍ୟଜିତ ସମଙ୍ଗୋ
୪୧. ବିଷମ କଟକ- ନୀଳମାଧବ ହିକ୍କା