ହିଞ୍ଜିଳିରୁ ଜିତିଲେ ନବୀନ

ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପଟ୍ଟନାୟକ ଜିତାପଟ କରିଛନ୍ତି।

୪ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ବିଜୟୀ

ଭୁବନେଶ୍ବର, ୦୪/୦୬: ନବୀନଙ୍କ ପାରମ୍ପରିକ ଆସନରେ ବିଜୟର ଧାରା ଜାରି ରହିଛି। ହିଞ୍ଜିଳି ବିଧାନସଭା ଆସନରୁ ଜିତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ବିଜୟୀ ହୋଇଛନ୍ତି ନବୀନ। ବିଜେପିରୁ ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ହରାଇଛନ୍ତି ନବୀନ। କଂଗ୍ରେସରୁ ରଜନୀକାନ୍ତ ପାଢୀ ପ୍ରାର୍ଥୀ ହୋଇଥିଲେ।