୨ ଲକ୍ଷ ୯୦ ହଜାର କୋଟିର‌ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଆବଣ୍ଟନ ସହ ଘୋଷଣା କଲେ ୧୬ ନୂଆ ଯୋଜନା

ଭୁବନେଶ୍ୱର, ୧୭/୦୨: ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

ନୂଆ ଯୋଜନା

ନୂଆ ଓଡ଼ିଶା ଯୋଜନା- ୧୩୫ କୋଟି ଟଙ୍କା

ଅନ୍ତ୍ୟୋଦୟ ଗୃହ ଯୋଜନା- ୨୬୦୩ କୋଟି ଟଙ୍କା

ସୁଭଦ୍ରା ସୁରକ୍ଷା ଯୋଜନା- ୧୫୩ କୋଟି ଟଙ୍କା

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା- ୩୦ କୋଟି ଟଙ୍କା

ଉତ୍ତର ଓଡ଼ିଶା ବିକାଶ ପରିଷଦ- ୨୦୦ କୋଟି ଟଙ୍କା

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ- ୨୦୦ କୋଟି ଟଙ୍କା

ଓଡ଼ିଶା ପୁଷ୍ଟି ମିଶନ- ୧୦୦ କୋଟି ଟଙ୍କା

ବକୁଳବନ ଉନ୍ନୟନ- ୫୦ କୋଟି ଟଙ୍କା

ଆମ ଶିମିଳିପାଳ ଯୋଜନା- ୫୦ କୋଟି ଟଙ୍କା

ମଡେଲ ମଣ୍ଡି- ୫୦ କୋଟି ଟଙ୍କା

ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ- ୧୦୦ କୋଟି ଟଙ୍କା

ପ୍ରବାସୀ ଓଡିଆ ଓ ସମ୍ପର୍କ- ୧୦ କୋଟି ଟଙ୍କା

ଗରୀବ ଝିଅଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା- ୧୩ କୋଟି ଟଙ୍କା

ସ୍ୱଚ୍ଛ ଓଡି଼ଶା- ୨୬୧ କୋଟି ଟଙ୍କା

ଆମେ ପଢ଼ିବା ଆମ ଭାଷାରେ- ୨୫ କୋଟି ଟଙ୍କା

ଅଟଳ ବସଷ୍ଟାଣ୍ଡ ଯୋଜନା- ୧୨୬୬ କୋଟି ଟଙ୍କା

ସମୃଦ୍ଧ ସହର ଯୋଜନା- ୪୦୮ କୋଟି ଟଙ୍କା

 

ଦେଖନ୍ତୁ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ:-

ରାଜସ୍ୱ ବିଭାଗ- ୧୯୧୩ କୋଟି ଟଙ୍କା

ସାଧାରଣ ପ୍ରଶାସନ ବିଭାଗ- ୭୪୦ କୋଟି ଟଙ୍କା

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ- ୧୯୧୩ କୋଟି ଟଙ୍କା

ଆଇନ ବିଭାଗ- ୧୦୫୯ କୋଟି ଟଙ୍କା

ବାଣିଜ୍ୟ ବିଭାଗ- ୩୦୮ କୋଟି ଟଙ୍କା

ଓଡ଼ିଶା ବିଧାନସଭା- ୧୪୪ କୋଟି ଟଙ୍କା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ- ୧୫୩୭ କୋଟି ଟଙ୍କା

ଅନୁସୂଚିତ ଜାତି ଓ ଜନଜାତି ବିଭାଗ- ୬୪୩୬ କୋଟି ଟଙ୍କା

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ- ୯୯୭୩ କୋଟି ଟଙ୍କା

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ- ୩୭୩ କୋଟି ଟଙ୍କା

କ୍ରୀଡ଼ା ଓ ଯୁବସେବା ବିଭାଗ- ୧୩୧୯ କୋଟି ଟଙ୍କା

ଯୋଜନା ଓ ସମନ୍ୱୟ ବିଭାଗ- ୨୮୦୮ କୋଟି ଟଙ୍କା

ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ- ୨.୯୬ କୋଟି ଟଙ୍କା

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ- ୧୪୯୧ କୋଟି ଟଙ୍କା

ସୂଚନା ଓ ଲୋକସମ୍ପର୍କ ବିଭାଗ- ୧୬୦ କୋଟି ଟଙ୍କା

ପରିବହନ ବିଭାଗ- ୩୭୯୪ କୋଟି ଟଙ୍କା

ଗୃହ ବିଭାଗ- ୧୦,୭୫୯ କୋଟି ଟଙ୍କା

ଅବକାରୀ ବିଭାଗ: ୨୪୪ କୋଟି ଟଙ୍କା

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ: ୩୫୩ କୋଟି ଟଙ୍କା

ଗ୍ରାମ୍ୟ ଉନ୍ନୟନ ବିଭାଗ- ୧୦,୦୨୦ କୋଟି ଟଙ୍କା

ପୂର୍ତ୍ତ ବିଭାଗ- ୧୨,୦୦୦ କୋଟି ଟଙ୍କା

କୃଷି ବିଭାଗ- ୩୭,୮୦୦ କୋଟି ଟଙ୍କା

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ- ୨୮୪୫୨ କୋଟି ଟଙ୍କା

ଜଳ ସମ୍ପଦ ବିଭାଗ- ୧୪,୮୯୪ କୋଟି ଟଙ୍କା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ- ୨୨,୭୪୧ କୋଟି ଟଙ୍କା

ମହିଳା ଓ ଶିଶୁ ବିକାଶ ବିଭାଗ- ୧୫,୨୨୨ କୋଟି ଟଙ୍କା

ସ୍କୁଲ ଓ ଗଣଶିକ୍ଷା ବିଭାଗ- ୩୧,୧୮୫ କୋଟି ଟଙ୍କା

ଉଚ୍ଚଶିକ୍ଷା ବିଭାଗ- ୩୬୫୫ କୋଟି ଟଙ୍କା

ଅର୍ଥ ବିଭାଗ- ୬୩,୫୧୨ କୋଟି ଟଙ୍କା

ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-  ୧୫୩୭ କୋଟି ଟଙ୍କା

ନିର୍ମାଣ ବିଭାଗ- ୧୨୦୦୦ କୋଟି ଟଙ୍କା

ଶିଳ୍ପ ବିଭାଗ- ୮୦୮ କୋଟି ଟଙ୍କା

ଇସ୍ପାତ ଓ ଖଣି ବିଭାଗ- ୪୦୪ କୋଟି ଟଙ୍କା

ସମବାୟ ବିଭାଗ- ୨୨୭୬ କୋଟି ଟଙ୍କା

ଶକ୍ତି ବିଭାଗ- ୩୯୬୨ କୋଟି ଟଙ୍କା

ପର୍ଯ୍ୟଟନ ବିଭାଗ- ୮୨୦ କୋଟି ଟଙ୍କା

ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ- ୯୧୨୦ କୋଟି ଟଙ୍କା

ସଂସଦୀୟ ବ୍ୟାପାର ବିଭାଗ- ୭୪ କୋଟି ଟଙ୍କା

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ- ୧୯୦୯ କୋଟି ଟଙ୍କା

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ- ୨୬୬.୫୮ କୋଟି ଟଙ୍କା

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ- ୧୭୮୪ କୋଟି ଟଙ୍କା

ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ- ୪୩୮ କୋଟି ଟଙ୍କା

ମିଶନ ଶକ୍ତି ବିଭାଗ: ୨୭୭୦ କୋଟି ଟଙ୍କା

 

କେଉଁ ଯୋଜନାକୁ କେତେ ଆବଣ୍ଟନ:-

ସାମାଜିକ କ୍ଷେତ୍ର ପାଇଁ- ୧,୧୯,୫୬୫ କୋଟି ଟଙ୍କା

ଶ୍ରୀ ଅନ୍ନ‌ ଅଭିଯାନ- ୬୦୦ କୋଟି ଟଙ୍କା

ସିଏମ କିଷାନ- ୨୦୨୦ କୋଟି ଟଙ୍କା

ସମୃଦ୍ଧ କୃଷକ ଯୋଜନା- ୬୦୦୦ କୋଟି ଟଙ୍କା

ଶସ୍ୟ ବିବିଧତା କାର୍ଯ୍ୟକ୍ରମ- ୬୯୫ କୋଟି ଟଙ୍କା

ବନ୍ଦର ବିକାଶ- ୧୭୦୭ କୋଟି ଟଙ୍କା

ଜନଜୀବନ ମିଶନ- ୭୦୦୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମ୍ୟ)- ୪୫୦୦ କୋଟି ଟଙ୍କା

କ୍ରୀଡ଼ା ଭିତ୍ତିଭୂମି ବିକାଶ- ୯୪୩ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ୩୪୦୦ କୋଟି ଟଙ୍କା

ସେତୁ ବନ୍ଧ ଯୋଜନା- ୨୦୦୦ କୋଟି ଟଙ୍କା

କୃଷି ଓ କୃଷକ ସଶକ୍ତୀକରଣ- ୧୪,୭୦୦ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା- ୧,୧୦୦ କୋଟି ଟଙ୍କା

ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ)- ୬୦୦ କୋଟି ଟଙ୍କା

ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା- ୪୯୨ କୋଟି ଟଙ୍କା

ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ- ୨୯୬୦ କୋଟି ଟଙ୍କା

ମିଶନ ଶକ୍ତି- ୨୭୭୪ କୋଟି ଟଙ୍କା

ଗ୍ରୀନ ଓଡ଼ିଶା ବୈଦୁତିକ ଯାନ ସବସିଡି- ୧୬୦ କୋଟି ଟଙ୍କା

ମଧୁବାବୁ ପେନସନ ଯୋଜନା- ୫୩୭୦ କୋଟି ଟଙ୍କା

ସୁଭଦ୍ରା ଯୋଜନା- ୧୦,୧୪୫ କୋଟି ଟଙ୍କା

କ୍ରୀଡ଼ା ଭିତ୍ତିଭୂମି ବିକାଶ- ୯୪୩ କୋଟି ଟଙ୍କା

ଉତ୍କୃଷ୍ଟ କ୍ରୀଡାବିତଙ୍କୁ ସହାୟତା- ୧୦ କୋଟି ଟଙ୍କା

କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ- ୮୦ କୋଟି ଟଙ୍କା

ରେଳ ପ୍ରକଳ୍ପ ଉନ୍ନତିକରଣ- ୩୦୦ କୋଟି ଟଙ୍କା

ବେସାମରିକ ବିମାନ ଚଳାଚଳ- ୩୮୨ କୋଟି ଟଙ୍କା

ପର୍ଯ୍ୟଟକଙ୍କ ବାସସ୍ଥାନ ନିର୍ମାଣ- ୩୫୯ କୋଟି ଟଙ୍କା

ଘଟଗାଁ ମା’ ତାରିଣୀ ପୀଠର ବିକାଶ- ୫୦ କୋଟି ଟଙ୍କା

ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ଓ ପ୍ରଚାର- ୩୩୨ କୋଟି ଟଙ୍କା

ପିଏମ ଗ୍ରାମ୍ୟ ସଡକ ଯୋଜନା- ୧୭୦୦ କୋଟି ଟଙ୍କା

ସଡ଼କ ଉନ୍ନତୀକରଣ ପ୍ରକଳ୍ପ- ୬୫୦୨ କୋଟି ଟଙ୍କା

ପାର୍ବତ୍ୟ ଗିରି ମେଗା ଲିଫ୍ଟ ପ୍ରକଳ୍ପ- ୧୩୧୮ କୋଟି ଟଙ୍କା

ଜଳକ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ- ୧୩୧୫ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା- ୨୪୫ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା- ୨୩୫ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା- ୧୪୬ କୋଟି ଟଙ୍କା

ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା- ୧୭୧ କୋଟି ଟଙ୍କା

ଜମି ବ୍ୟାଙ୍କ ଯୋଜନା- ୧୦୬ କୋଟି ଟଙ୍କା

ମଧ୍ୟମ ଓ ବଡ଼ ଶିଳ୍ପ ପାଇଁ ସବସିଡି- ୧୯୪ କୋଟି ଟଙ୍କା

ଏମଏସଏମଇ ପାଇଁ ସହାୟତା- ୨୮୪ କୋଟି ଟଙ୍କା

ସୁଜଳା ଯୋଜନା- ୭୩୨ କୋଟି ଟଙ୍କା

ସମଗ୍ର ଶିକ୍ଷା ପାଇଁ- ୪୬୮୧ କୋଟି ଟଙ୍କା

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା- ୬,୨୪୯ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ- ୩,୮୮୧ କୋଟି ଟଙ୍କା

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ମିଶନ- ୨୦୯୧ କୋଟି ଟଙ୍କା

ନିର୍ମଳ ଯୋଜନା- ୯୯୭ କୋଟି ଟଙ୍କା

ସମନ୍ୱିତ ଶିଶୁ ବିକାଶକୁ ରାଜ୍ୟ ସହାୟତା- ୧୧୩୨ କୋଟି ଟଙ୍କା

ନିଃସହାୟଙ୍କ ପାଇଁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା- ୨୧୮୧ କୋଟି ଟଙ୍କା

ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ- ୧୦୧୬ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା- ୧୦୩୩ କୋଟି ଟଙ୍କା

ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା- ୧୦୯୩ କୋଟି ଟଙ୍କା

ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା- ୧୫୪ କୋଟି ଟଙ୍କା

ଛାତ୍ରବୃତ୍ତି ପାଇଁ- ୪୫୦ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ- ୨୧୦ କୋଟି ଟଙ୍କା

ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା(ରାଜ୍ୟର ବିଭିନ୍ନ ସ୍ଥାନରେ)- ୧୧୮୦ କୋଟି ଟଙ୍କା

ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା- ୧୯୩ କୋଟି ଟଙ୍କା

ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା- ୮୫ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା-୫୨୬ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ କଳାକାର ସହାୟତା- ୧୯୪ କୋଟି ଟଙ୍କା

ସାଂସ୍କୃତିକ ଅନୁଷ୍ଠାନ ଅନୁଦାନ- ୭୭ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ବସ୍ ସେବା- ୧୦୮୫ କୋଟି ଟଙ୍କା

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ- ୨୯୬୦ କୋଟି ଟଙ୍କା

ଐତିହ୍ୟ ବିଦ୍ୟାଳୟ- ୬୦ କୋଟି ଟଙ୍କା