ଭୁବନେଶ୍ୱର, ୦୨/୦୬: ବିଜେଡିରୁ ନିଲମ୍ବିତ ହୋଇଛନ୍ତି ରାଜନେତା ବିଭୁ ପ୍ରସାଦ ଦେହୁରୀ। ଢେଙ୍କାନାଳ ସଦର ବ୍ଲକ ପୂର୍ବତନ ବିଜେଡ଼ି ସଭାପତି ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।
Next Post