ସମ୍ବଲପୁର, ୧୬/୦୨: ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର। ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଛି ଚିକିତ୍ସା। ସ୍ନାୟୁଜନିତ ସମସ୍ୟା ପାଇଁ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରମାନେ ଆସି ତାଙ୍କ ଘରେ ଚିକିତ୍ସା କରୁଛନ୍ତି। ସମ୍ବଲପୁରରୁ ବିଧାୟକ ହୋଇଥିଲେ ଡା. ରାସେଶ୍ବରୀ ପାଣିଗ୍ରାହୀ। ସୁନାମଧନ୍ୟ ଡାକ୍ତର ଭାବେ ପଶ୍ଚିମ ଓଡ଼ିଶାରେ ଜଣାଶୁଣା।