ସବୁ କଲେଜରେ ହେବ ICC

ନହେଲେ ଲାଗିବ ଆଡ଼ମିଶନ କଟକଣା

ଭୁବନେଶ୍ୱର, ୧୧/୦୪: ସପ୍ତାହେ ଭିତରେ ସବୁ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି- ICC ଗଠନ ପାଇଁ ନିର୍ଦ୍ଦେଶ। ଏନେଇ ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶାଳୟ ଶିକ୍ଷା ନିର୍ଦ୍ଦେଶକ। କମିଟି ଗଠନ ନ କଲେ ୨୦୨୬-୨୭ ବର୍ଷ ପାଇଁ ଆଡମିଶନ କଟକଣା ଲାଗିବ ବୋଲି ନିର୍ଦ୍ଦେଶନାମାରେ ରହିଛି।