ବିଜେପି SC ମୋର୍ଚ୍ଚା ଜିଲ୍ଲା ସଭାପତି ଘୋଷଣା

SC ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକଙ୍କ ପକ୍ଷରୁ ଘୋଷଣା

ଭୁବନେଶ୍ୱର, ୧୩/୦୪: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୩୦ ସାଂଗଠନିକ ଜିଲ୍ଲା ଅନୁସୂଚିତ ଜାତି ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି।