ଭୁବନେଶ୍ୱର ଆକାଶ ଧୂଆଁମୟ

ବଡ଼ ମିଜାଇଲ ପରୀକ୍ଷଣ କରାଯାଇଥିବା ଚର୍ଚ୍ଚା

ଭୁବନେଶ୍ୱର, ୦୮/୦୫: ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳର ଆକାଶ ଧୂଆଁମୟ ଦେଖାଯାଇଛି। କୌଣସି ବଡ଼ ମିଜାଇଲ୍ ପରୀକ୍ଷଣ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ କେଉଁ ମିଜାଇଲ୍ ପରୀକ୍ଷଣ ହୋଇଛି DRDO ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି।