SIR ପାଇଁ କମିଟି ଗଠନ କଲା ବିଜେଡ଼ି

୬ ଜଣ ବରିଷ୍ଠ ସଦସ୍ୟଙ୍କୁ ସାମିଲ କଲା ଦଳ

ଭୁବନେଶ୍ୱର, ୨୦/୦୪: ଜୁଲାଇ ୧ରୁ SIR ପାଇଁ କମିଟି ଗଠନ କଲା ବିଜେଡି। ୬ ଜଣ ବରିଷ୍ଠ ସଦସ୍ୟଙ୍କୁ ନେଇ କମିଟି ଗଠନ କଲା ଦଳ। ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସସ୍ମିତ ପାତ୍ର, ଭୃଗୁ ବକ୍ସିପାତ୍ର ଓ ବିଜୟ ନାୟକ ସାମିଲ ହୋଇଛନ୍ତି। BLA ନିଯୁକ୍ତି ଓ ସେମାନଙ୍କୁ ପ୍ରଶିକ୍ଷଣ ତଦାରଖ କରିବେ।