ବାଲିଯାତ୍ରାରେ ଟାଟା ପାଓ୍ୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା

କଟକ ୧୬।୧୧ : କଟକ ଵାଲିଯାତ୍ରାକୁ ସଫଳ କରିବାରେ ଟାଟା ପାଓ୍ବାରର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ପୂର୍ଣ୍ଣ ଵାଲିଯାତ୍ରା ପଡିଆରେ କିଭଳି ଅଵିରତ ଵିଦ୍ୟୁତ ସରଵରାହ ରହିପାରିବ । ସେଥିପାଇଁ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡିଶା ଡିଭିଜନ ଵ୍ୟାପକ ଵ୍ୟଵସ୍ଥା କରିଛି।

କୌଣସି ମୁହୁର୍ତ୍ତରେ ଵାଲିଯାତ୍ରା ପଡିଆରେ ଵିଦ୍ୟୁତ ସରଵରାହ ଵ୍ୟାହତ ହେଲେ,  ଗୋଟିଏ ସେକେଣ୍ଡ ଭିତରେ ଵିଦ୍ୟୁତ ସରଵରାହ ସ୍ବାଭାବିକ କରିବା ପାଇଁ ଵିକଳ୍ପ ଜେନେରେଟର ଵ୍ୟଵସ୍ଥା କରାଯାଇଛି। ଚଳିତ ଵର୍ଷ ପ୍ରଥମ ଥର ପାଇଁ ସଵୁ ଷ୍ଟଲରେ ମିଟର ଲଗାଯାଇ ଵିଦ୍ୟୁତ ଵିଲ୍ ଉପଭୋକ୍ତାଙ୍କ ଵିଦ୍ୟୁତ ଵ୍ୟଵହାର ଅନୁସାରେ ସଂଗ୍ରହ କରାଯାଉଛି। ଏହା ଫଳରେ ଵିଦ୍ୟୁତ ଵ୍ୟଵହାର ଵହୁ ପରିମାଣରେ କମିଛି ଏବଂ ଵିଦ୍ୟୁତ ଅପଚୟ କମିଵା ସହ ସଂରକ୍ଷଣ ବଢିଛି ଵୋଲି ଟାଟା ପାଓ୍ବାର ପକ୍ଷରୁ କୁହାଯାଇଛି।