ଭୁବନେଶ୍ୱର କୋର୍ଟରେ ବୋମା ଆତଙ୍କ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ By Darshana On Jul 8, 2026 66 0 ଭୁବନେଶ୍ୱର, ୦୮/୦୭: ଭୁବନେଶ୍ୱର କୋର୍ଟକୁ ବୋମା ଧମକ। କୋର୍ଟକୁ ବୋମା ରେ ଉଡ଼ାଇ ଦେବାକୁ ଆସିଛି ଧମକ। ବୋମା ଧମକ ମିଳିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଯାଞ୍ଚ ଚାଲିଛି। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବିଭିନ୍ନ ସ୍ଥାନରେ ଖାନ ତଲାସି କରୁଛନ୍ତି। ବ୍ୟାପକ ପୋଲିସ ମୁତୟନ କରାଯାଇଛି। 0 66 Share