ଭୁବନେଶ୍ୱର, ୧୧/୦୭: ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବା ଚର୍ଚ୍ଚା ଭିତରେ ରାଜ୍ୟ କାର୍ଯ୍ୟାଳୟରେ ଅଚାନକ ଆସି ପହଞ୍ଚିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ। ଆସନ୍ତାକାଲି ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେପି ପାର୍ଟି ଅଫିସରେ ସୌଭିକଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଯୋଗୁଁ ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି ସୌଭିକ।
Prev Post