ଭୁବନେଶ୍ୱର, ୧୧/୧୦: ଭୁବନେଶ୍ୱରରେ ପହଞ୍ଚିଲେ ସୌଦାନ ସିଂ। ବିଜେପି ରାଷ୍ଟ୍ରୀୟ ଯୁଗ୍ମ ସା.ସଂପାଦକ ତଥା ରାଷ୍ଟ୍ରୀୟ ସହମହାମନ୍ତ୍ରୀ ସୌଦାନ ସିଂ ଆଜି ଅପରାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସୌଦାନ ସିଂ। ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି। ସେ ଓଡ଼ିଶା, ପ.ବଙ୍ଗ, ଝାଡଖଣ୍ଡ, ବିହାର ଦାୟିତ୍ବରେ ଅଛନ୍ତି।