ଜିଲାପି ବିକି ବାବା ହୋଇଥିବା ଏହି ଠକ ୧୨୦ ଜଣ ମହିଳାଙ୍କୁ କରିଥିଲା ଦୁଷ୍କର୍ମ

ଆମ ସମାଜରେ ସାଧୁମାନଙ୍କ ଛଦ୍ମବେଶରେ ଅନେକ ଘୁରୁଣ୍ୟ ଘୃଣ୍ୟ ଲୋକ ଲୁଚି ରହିଛନ୍ତି | ଏହିପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସାଧୁ ବେଶରେ ଭକ୍ତଙ୍କ ବିଶ୍ୱାସ ସହ ଖେଳିଥାନ୍ତି | ଆଜି ଆମେ ଆପଣଙ୍କୁ ହରିୟାଣାର ଏମିତି ଜଣେ ବାବାଙ୍କ ବାବଦରେ କହିବୁ, ଯାହାଙ୍କ ବାବଦରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ହରିୟାଣାର ‘ଜଲେବି ବାବା’ ନାମରେ ପରିଚିତ ବ୍ୟକ୍ତି ଜଣକ ଗୋଟିଏ କି ଦୁଇଟି ନୁହେଁ ଶତାଧିକ ମହିଳାଙ୍କୁ ଦୁଷ୍କର୍ମ କରି ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି | ‘ଜଲେବୀ ବାବା’ ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ୧୨୦ ଜଣ ମହିଳାଙ୍କୁ ଚାରେ ନିଶା ଔଷଧ ମିଶାଇ ଦୁଷ୍କର୍ମ କରିଥିଲେ | ବର୍ତ୍ତମାନ ତାଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି |