କେବେ ଥମିବ ଧଳାଜହର କାରବାର, ପୁଣି ୪୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ: କଟକ ଫୁଲନଖରାରୁ ବ୍ରାଉନସୁଗାର ଜବତ ହୋଇଛି । ୪୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ । ବ୍ରାଉନସୁଗାର ସହ ଜଣେ ବେପାରୀକୁ ଗିରଫ କରିଛି ଫ୍ଲାଇଂ ସ୍କ୍ବାଡ୍ ।

ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ତେବେ ବ୍ରାଉନସୁଗାର ଚାଲାଣରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଛାନଭିନ୍ ଜାରି ରଖିଛି ।

ତେବେ କେବେ ଥମିବ ବ୍ରାଉନସୁଗାର କାରବାର । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ପୁଳା ପୁଳା ଲେଖାଏ ବ୍ରାଉନସୁଗାର ଜବତ ହେଉଛି ।