ମାଲକାନଗିରିରୁ ୧ କ୍ୱିଂଟାଲ ଗଞ୍ଜେଇ ଜବତ

ମାଲକାନଗିରିରୁ ୧ କ୍ୱିଂଟାଲ ଓଜନର ଗଞ୍ଜେଇ ଜବତ କରାଯିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି

୬ ଗିରଫ, ୫ ବାଇକ ଜବତ

ମାଲକାନଗିରି: ମାଲକାନଗିରିର ପାନପୁଟ ନିକଟ ଜୟପୁରରୁ ୧ କ୍ୱିଂଟାଲ ଓଜନର ଗଞ୍ଜେଇ ଜବତ କରାଯିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଚାଲାଣ କରାଯାଉଥିବା ୫ଟି ବାଇକ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଅଭିଯୁକ୍ତ ମାଛକୁଣ୍ଡ ଥାନା ଅଂଚଳର ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ଜଣେ ଜୟପୁର ଥାନାର ଅଟନ୍ତି ।