Author
Darshana
ସହକାରୀ ନିର୍ଦ୍ଦେଶକ ବିଧିଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ବୈଠକ
ବିଭାଗୀୟ ମାମଲା ପରିଚାଳନାରେ ସହକାରୀ ନିର୍ଦ୍ଦେଶକ ବିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ସଂଗ୍ରାମୀ ସାମନ୍ତ ନଟବରଙ୍କ ପୂଣ୍ୟତିଥିରେ ସ୍ମୃତିବନରେ ବୃକ୍ଷପୂଜା ଓ ସ୍ମୃତିଚାରଣ
ଦେଶ ସ୍ବାଧୀନତା ପରେ ଶିକ୍ଷକତାକୁ ଆପଣାଇଥିବା ସାମନ୍ତ ନଟବର ସିଂହ ଥିଲେ ଜଣେ ସ୍ୱାଭିମାନୀ ମଣିଷ
ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରସ୍ତୁତି ସମୀକ୍ଷା
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବୈଠକ
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା
ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କାଘର
ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ
ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ
ସରକାରଙ୍କ ହାଇ-ଭୋଲ୍ଟେଜ୍ ଏଜେଣ୍ଡା, ବିରୋଧୀ ଦଳର ରଣନୀତି ପ୍ରସ୍ତୁତ
୨୩ ଜଣଙ୍କୁ ଆତଙ୍କୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ
ସମସ୍ତେ ପାକିସ୍ତାନ, PoKରେ ରହି ଆତଙ୍କୀ କାର୍ଯ୍ୟରେ ଲିପ୍ତ
DNA ରିପୋର୍ଟ ଖୋଲିଲା ଲୋମଟାଙ୍କୁରା ହତ୍ୟାକାଣ୍ଡର ରହସ୍ୟ
ଅଢ଼େଇ ବର୍ଷ ତଳେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ