ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ମୋ ପାଇଁ ଲାଭଦାୟକ: ରାହୁଲ Darshana Jun 2, 2023 0 ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି
ପ୍ରକାଶ ପାଇଲା ଓଜେଇଇ ୨୦୨୩ ପରୀକ୍ଷା ଫଳ Darshana Jun 2, 2023 0 ଓଜେଇଇ ୨୦୨୩ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଫଳାଫଳ ojee.nic.in ରେ ଯାଞ୍ଚ କରାଯାଇପାରିବ।
ଜୁନ୍ ୭ ସୁଦ୍ଧା ଲଘୁଚାପ ସମ୍ଭାବନା: ଆଇଏମଡି Darshana Jun 2, 2023 0 ଜୁନ୍ ୫ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
ଛଦ୍ମ ବେଶରେ କଟକ ଏସସିବି ଡାକ୍ତରଖାନାରୁ କଏଦୀ ଫେରାର Darshana Jun 2, 2023 0 ତାଙ୍କୁ ପ୍ରଥମେ ଆଳିପିଙ୍ଗଳ ଜେଲରେ ରଖାଯିବା ପରେ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।
ଶୁକ୍ରବାର ପ୍ରକାଶ ପାଇବ ଓଡ଼ିଶା ଜେଇଇ ପରୀକ୍ଷା ଫଳ Darshana Jun 1, 2023 0 ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଓଜେଇଇର ଅଫିସିଆଲ ୱେବସାଇଟରେ ଫଳ ପ୍ରକାଶ ପାଇବ।
୪ ଦିନିଆ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ Darshana Jun 1, 2023 0 ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ କରିବାକୁ ପ୍ରଚଣ୍ଡଙ୍କ ଅନୁରୋଧ
୧୫ ବର୍ଷୀୟ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ବିଭାଗ Darshana Jun 1, 2023 0 ପରିବାରଲୋକଙ୍କ ନିର୍ଯାତନା ସହି ନପାରି ଘରୁ ବାହାରି ଯାଇଥିଲେ।
ଟିକସ ଠକେଇ ଅଭିଯୋଗ: ଭିଜିଲାନ୍ସର ଏକାଧିକ ସ୍ଥାନରେ ଚଢାଉ Darshana Jun 1, 2023 0 ଓଡ଼ିଶାର ଏକ ପ୍ରସିଦ୍ଧ ସି ଫୁଡ କମ୍ପାନି ଓ ପୂର୍ବତନ ବିଧାୟକଙ୍କ ସମ୍ପତି ଉପରେ ଚଢ଼ାଉ ଜାରି ରହିଛି।
ଏଲନ୍ ମସ୍କ ପୁଣି ଥରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି Darshana Jun 1, 2023 0 ଦ୍ୱିତୀୟ ସ୍ଥାନରେ ବର୍ନାର୍ଡ ଆର୍ନାଲ୍ଟ
ଗ୍ରୀଷ୍ମ ପ୍ରବାହ ମଧ୍ୟରେ କାଳବୈଶାଖୀର ପ୍ରଭାବ Darshana Jun 1, 2023 0 ଓଡ଼ିଶାର ୯ ଟି ଜିଲ୍ଲା ପାଇଁ ବର୍ଷା ସତର୍କ ସୂଚନା ଜାରି କଲା ଆଇଏମଡି