ଓଡ଼ିଶାର ୧୪୭ ବିଧାନସଭା ଆସନ ପାଇଁ ସଂଯୋଜକ ନିଯୁକ୍ତ କଲା କଂଗ୍ରେସ

ଓଡ଼ିଶାର ୧୪୭ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସଂଯୋଜକ ତାଲିକା ପ୍ରକାଶ କରାଯାଇଛି।

ଦେଖନ୍ତୁ ପ୍ରକାଶିତ ତାଲିକା

ଭୁବନେଶ୍ବର, ୧୭/୦୧/୨୦୨୪: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ ତାଲିକା ଜାରି କରିଛି କଂଗ୍ରେସ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବିତ ସଂଯୋଜକ ତାଲିକାକୁ ଦଳର ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଅନୁମୋଦନ କରିଛନ୍ତି।

ପିସିସି ସଭାପତି ସମସ୍ତ ସଂଯୋଜକଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ନେବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବାକୁ କହିଛନ୍ତି।

ନିମ୍ନଲିଖିତ ସଂଯୋଜକଙ୍କ ତାଲିକା: