ରାଜ୍ୟପାଳ ପଦକ ପାଇବେ ୨୦ ଓଡ଼ିଶା ପୋଲିସ କର୍ମଚାରୀ

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପୋଲିସ ପଦକ ପାଇଁ ୨ ଜଣ ଆଇଜିଙ୍କ ସହ ୨୦ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯିବ।

୨ ଜଣ ଆଇଜିଙ୍କ ସହ ୨୦ ପୋଲିସ କର୍ମଚାରୀ ମନୋନୀତ

ଭୁବନେଶ୍ୱର, ୨୧/୦୧/୨୦୨୪: ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ରାଜ୍ୟ ସରକାର ୨୦୨୪ ବର୍ଷ ପାଇଁ ରାଜ୍ୟପାଳ ପୁଲିସ ପଦକ ପାଇଁ ଦୁଇ ଜଣ ଆଇଜିଙ୍କ ସମେତ ୨୦ ଜଣ ପୁଲିସ କର୍ମଚାରୀଙ୍କୁ ମନୋନୀତ କରିଛନ୍ତି। ଏହି ପୋଲିସ କର୍ମଚାରୀମାନେ ନିମ୍ନଲିଖିତ ଅନୁଯାୟୀ ସାତଟି ଭିନ୍ନ ଭିନ୍ନ ବର୍ଗରେ ଅଛନ୍ତି:

୧. ପ୍ରଥମ ବର୍ଗ (ଏଡିଜିପି/ଆଇଜିପି/ଡିଆଇଜିପି)

ହିମାଂଶୁ କୁମାର ଲାଲ, ପୁଲିସ ଆଇଜି, ପୂର୍ବାଞ୍ଚଳ, ବାଲେଶ୍ୱର

ଶାହିନ ଅହମ୍ମଦ କେ, ପୋଲିସ ଆଇଜି, ସିଆଇଡି, ସିବି, କଟକ

୨. ଦ୍ୱିତୀୟ ବର୍ଗ (ଏସପି/ଏଆଇଜିପି/କମାଣ୍ଡାଣ୍ଟ/ଡେପୁଟି କମାଣ୍ଡାଣ୍ଟ)

ଜଗମୋହନ ମୀନା, ଗଞ୍ଜାମ ଏସପି

ମାନସ ରଞ୍ଜନ ଗଡ଼ନାୟକ, ସମ୍ବଲପୁର ଏସପି

୩. ତୃତୀୟ ବର୍ଗ (ଏଏସପି/ଡିଏସପି/ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ)

ଉଦୟଭାନୁ ମିଶ୍ର, ଏଏସପି, ବିପିଏସପିଏ, ଭୁବନେଶ୍ୱର

ମାନସ ରଞ୍ଜନ ଗଡ଼ନାୟକ, ଏସିପି, ୟୁପିଡି, ଭୁବନେଶ୍ୱର

୪. ଚତୁର୍ଥ ବର୍ଗ (ଇନ୍ସପେକ୍ଟର/ରିଜର୍ଭ ଇନ୍ସପେକ୍ଟର/ସୁବେଦାର ମେଜର/ସୁବେଦାର)

ଅନୀଳା ଆନନ୍ଦ, ପୁଲିସ ଇନ୍ସପେକ୍ଟର, ସିଆଇଡି, ସିବି, ଓଡ଼ିଶା, କଟକ

ସବ୍ୟସାଚୀ ମଲ୍ଲ, ପୁଲିସ ଇନ୍ସପେକ୍ଟର, ପାଟପୁର ଥାନା, ଗଞ୍ଜାମ

ହେମାମାଳିନୀ ନାୟକ, ଇନ୍ସପେକ୍ଟର, ଭିଜିଲାନ୍ସ, ସମ୍ବଲପୁର ଡିଭିଜନ

୫. ପଞ୍ଚମ ବର୍ଗ (ଏସଆଇ/ସରଜେଣ୍ଟ/ଡ୍ରିଲ ସବ୍-ଇନ୍ସପେକ୍ଟର/ଡେପୁଟି ସୁବେଦାର)

ଦିଲ୍ଲୀପ କୁମାର ନାୟକ, ଏସଆଇ (ସଶସ୍ତ୍ର) ଏଏସ୍ଏପି, ଚତୁର୍ଥ ବାଟାଲିୟନ, ରାଉରକେଲା

ଯୁଗଳ ଚରଣ ସ୍ବାଇଁ, ଏସଆଇ, ଏସଆଇ, ୟୁପିଡି, ଭୁବନେଶ୍ବର

ସଞ୍ଜୟ କୁମାର ପଟ୍ଟନାୟକ, ଏସଆଇ, ଭିଜିଲାନ୍ସ, ସମ୍ବଲପୁର ଡିଭିଜନ୍

୬. ଷଷ୍ଠ ବର୍ଗ (ଏଏସ୍ଆଇ/ହାବିଲଦାର/ହାବିଲଦାର ମେଜର)

ବିକାଶ କୁମାର ପାତ୍ର, ପୁଲିସ ଏଏସ୍ଆଇ (କମ୍ୟୁନିକେସନ୍), ଓଡ଼ିଶା ପୁଲିସ, ସିଗନାଲ୍ ଏଷ୍ଟ

ପ୍ରଜାପତି ମେହେର, ଏଏସ୍ଆଇ, ସ୍ପେଶାଲ ବ୍ରାଞ୍ଚ, ଭୁବନେଶ୍ୱର

ପ୍ରଶାନ୍ତ କୁମାର ବିଶ୍ୱାଳ, ଡ୍ରାଇଭର ହାବିଲଦାର, ପୁରୀ

୭. ସପ୍ତମ ବର୍ଗ (କନଷ୍ଟେବଳ/ସିପାହୀ/ଆସିଷ୍ଟାଣ୍ଟ ଡ୍ରାଇଭର)

ରମେଶ କୁମାର ସାହୁ, କନେଷ୍ଟବଳ, (ଓଆର), କଳାହାଣ୍ଡି

ସନାତନ ସାହୁ, କନେଷ୍ଟବଳ, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

ନରେଶ କୁମାର ଚୌଧୁରୀ, କନଷ୍ଟେବଳ ଝାରସୁଗୁଡ଼ା

ବିଶ୍ୱକର୍ମା ମୁଣ୍ଡା, ସିପାହୀ/୪୯୯ଏନ୍ ଓଏସଏପି, ଚତୁର୍ଥ ବାଟାଲିୟନ, ରାଉରକେଲା

କେଦାର ନାଥ ମିଶ୍ର, ସିପାହୀ ଏସଡବ୍ଲ୍ୟୁ, ସ୍ବତନ୍ତ୍ର ଶାଖା, ଭୁବନେଶ୍ବର