ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରୀମଣ୍ଡଳରେ ଥିବା ସମସ୍ତ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

ପଢନ୍ତୁ ମୋଦିଙ୍କ ଟିମରେ ଥିବା ସମ୍ପୂର୍ଣ୍ଣ ମନ୍ତ୍ରୀଙ୍କ ତାଲିକା

ନୂଆଦିଲ୍ଲୀ, ୦୯/୦୬: ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସମସ୍ତ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି।

ନିମ୍ନରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ନାମ ପଢନ୍ତୁ।

କ୍ୟାବିନେଟ ମନ୍ତ୍ରୀ:

ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡକରୀ, ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚ୍ ଡି କୁମାର ସ୍ୱାମୀ, ପିୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାଂଝୀ, ରାଜୀବ ରଞ୍ଜନ ସିଂହ, ସର୍ବାନନ୍ଦ ସୋନୱାଲ, ଡ଼ ବୀରେନ୍ଦ୍ର କୁମାର, କିଞ୍ଜାରାପୁ ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂହ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିୟା, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାୱତ, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ, ହରଦୀପ ସିଂହ ପୁରୀ, ଡ଼ ମନସୁଖ ମାଣ୍ଡଭୀୟ, ଗଙ୍ଗାପୁରମ୍ କିସନ ରେଡ୍ଡୀ, ଚିରାଗ ପାଶୱାନ, ସିଆର ପାଟିଲ

ସ୍ବାଧୀନ ଦାୟିତ୍ବରେ ଥିବା ରାଷ୍ଟ୍ରମନ୍ତ୍ରୀ:

ରାଓ ଇନ୍ଦ୍ରଜିତ ସିଂହ(ସ୍ୱାଧୀନ), ଡ଼ ଜିତେନ୍ଦ୍ର ସିଂହ(ସ୍ୱାଧୀନ), ଅର୍ଜୁନ ରାମ ମେଘୱାଲ(ସ୍ୱାଧୀନ), ପ୍ରତାପ ରାଓ ଗଣପତ ରାଓ ଯାଦବ(ସ୍ୱାଧୀନ), ଜୟନ୍ତ ଚୌଧୁରୀ(ସ୍ୱାଧୀନ)

ରାଷ୍ଟ୍ରମନ୍ତ୍ରୀ:

ଜିତେନ ପ୍ରସାଦ, ଶ୍ରୀପଦ ନାୟକ, ପଙ୍କଜ ଚୌଧୁରୀ, କ୍ରୀଷ୍ଣ ପାଲ୍, ରାମଦାସ ଅଠାୱଲେ, ରାମନାଥ ଠାକୁର, ନିତ୍ୟାନନ୍ଦ ରାୟ, ଅନୁପ୍ରିୟା ପଟେଲ, ଭି. ସୋମାନ୍ନା, ଚନ୍ଦ୍ରଶେଖର ପେମ୍ମାସାମୀ, ଏସପି ସିଂହ ବାଘେଲ, ଶୋଭାକରନ୍ଦ ଲାଜେ, ସୁଶ୍ରୀ ଶୋଭାକରଣ ଜୟ, କିର୍ତ୍ତୀବର୍ଦ୍ଧନ ସିଂହ, ଭିଏଲ୍ ବର୍ମା, ଶାନ୍ତନୁ ଠାକୁର, ସୁରେଶ ଗୋପୀ, ଏଲ ମୁର୍ଗାନ, ଅଜୟ ଟମଟା, ବନ୍ଦୀ ସଞ୍ଜୟ କୁମାର, କମଲେଶ ପାଶୱାନ, ଭାଗିରଥ ଚୌଧୁରୀ, ସତୀଶ ଚନ୍ଦ୍ର ଦୁବେ, ସଞ୍ଜୟ ସେଠ୍, ରବନୀତ ସିଂହ, ଦୁର୍ଗା ଦାସ ୱିକେ, ରକ୍ଷା ନିଖିଲ ଖଡସେ, ସୁକାନ୍ତ ମଜୁମଦାର, ସାବିତ୍ରୀ ଠାକୁର, ତୋଖନ ସାହୁ, ଡ଼ ରାଜଭୂଷଣ ଚୌଧୁରୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା, ହର୍ଷ ମଲହୋତ୍ରା, ନିମୁ ବେନ ବମ୍ବାନିଆ, ମୁରଲୀଧର ମୋହନ, ଜର୍ଜ କୋରିୟନ, ପବିତ୍ର ମାର୍ଗାରେଟା।