ଡବ୍ଲୁଓଡିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ

୨୦୨୦ରୁ ଦାୟିତ୍ୱରେ ଥିଲେ ଅସିତ

ଭୁବନେଶ୍ୱର, ୧୭/୮: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅସିତ କୁମାର ତ୍ରିପାଠୀ। ଆଜି ତାଙ୍କ ଇସ୍ତଫାକୁ ସରକାର ଗ୍ରହଣ କରିଛନ୍ତି। ଶ୍ରୀ ତ୍ରିପାଠୀ ଡିସେମ୍ବର ୨୫, ୨୦୨୦ରୁ ଡବ୍ଲୁଓଡିସି ପଦରେ ଥିବା ବେଳେ ଆଜି ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।