ବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲ କଲା ରେଲୱେ

ଜାରି ହେଲା ଲିଷ୍ଟ

ଭୁବନେଶ୍ବର, ୨୨/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ବ୍ୟାପକ ଟ୍ରେନ ବାତିଲ କରିଛି ରେଲୱେ। ଆସନ୍ତା ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ୧୯୮ ଟ୍ରେନ ବାତିଲ କରାଯାଇଛି। ଅପ୍ ଟ୍ରେନ ୮୫ ଓ ଡାଉନ ଟ୍ରେନ ୯୩ଟି ବାତିଲ କରାଯାଇଛି।

ବାତିଲ ହୋଇଥିବା ଅପ୍ ଟ୍ରେନ ଗୁଡିକ ହେଲା-

ବାତିଲ ହୋଇଥିବା ଡାଉନ୍ ଟ୍ରେନ ଗୁଡିକ ହେଲା –