ବଜେଟ@୨୦୨୫

କ’ଣ ଶସ୍ତା କ’ଣ ମହଙ୍ଗା ନଜର ପକାନ୍ତୁ

ନୂଆଦିଲ୍ଲୀ, ୦୧/୦୨: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ତଥା ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ରିହାତି ମିଳିଛି। ଯଥେଷ୍ଟ ସାମଗ୍ରୀର ମୂଲ୍ୟ ହ୍ରାସ କରାଯାଇଛି।

 

ଆସନ୍ତୁ ନଜର ପକାଇବା କ’ଣ ଶସ୍ତା:

୩୬ଟି ଜୀବନ ରକ୍ଷାକାରୀ ଔଷଧ

ମେଡିକାଲ ଉପକରଣ

ଲିଥିୟମ-ଆୟନ ବ୍ୟାଟେରୀ, ସିସା, ଜିଙ୍କ

ଫ୍ରୋଜେନ ହୋଇଥିବା ମାଛ

ସିନ୍ଥେଟିକ୍ ସ୍ୱାଦଯୁକ୍ତ ସାର

ଚମଡ଼ା ବେଲ୍ଟ, ଜୋତା, ଜ୍ୟାକେଟ୍ ଓ ପର୍ସ

ସାମୁଦ୍ରିକ ଉତ୍ପାଦ

ଜାହାଜ ନିର୍ମାଣ ପାଇଁ ବ୍ୟବହୃତ କଞ୍ଚାମାଲ

ବୁଣାକାର କପଡା

ବୈଦୁତିକ ସାମଗ୍ରୀ

ଏଲଇଡି ଓ ଏଲସିଡି ଟିଭି

ବ୍ୟାଟେରୀ କାର

ମୋବାଇଲ

କ୍ୟାମେରା ପାର୍ଟସ, ମାଇକ୍ରୋଫୋନ୍

ୟୁଏସବି କେବୁଲ୍

୧୨ଟି ଖଣିଜ ପଦାର୍ଥ

 

କ’ଣ ମହଙ୍ଗା:

ଫ୍ଲାଟ ପ୍ୟାନେଲ ଡିସପ୍ଲେ