ଜଙ୍ଗଲକୁ ଛେଳି ଚରାଇକୁ ଯିବା ହେଲା କାଳ, ବଜ୍ରପାତରେ ଚାଲିଗଲା ଦୁଇ ଜଣକ ଜୀବନ

ଜଙ୍ଗଲକୁ ଛେଳି ଚରାଇ ଯିବା ହେଲା କାଳ । ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ପଡିଲା ବଜ୍ରପାତ । ଫଳରେ ଚାଲିଗଲା ଦୁଇ ଜଣକ ଜୀବନ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁର ।

କେନ୍ଦୁଝର: ଜଙ୍ଗଲକୁ ଛେଳି ଚରାଇ ଯିବା ହେଲା କାଳ । ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ପଡିଲା ବଜ୍ରପାତ । ଫଳରେ ଚାଲିଗଲା ଦୁଇ ଜଣକ ଜୀବନ । ମୃତକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁର ।

ସେପଟେ ରାଜ୍ୟରେ ଏବେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ସେହିପରି ରାଜ୍ୟର ଆଠଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଏନେଇ ଆଠ ଜିଲ୍ଳାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।