ନୂଆଦିଲ୍ଲୀ, ୨୬/୦୬: କାଲି ପୁରୀ ଆସିବେ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଆସନ୍ତାକାଲି ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ପାଇଁ ଓଡ଼ିଶା ଆସିବେ ମହାମହିମ। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସମେତ ଅନେକ ଭିଭିଆଇପି ମଧ୍ୟ ସାମିଲ ହୋଇ ପାରନ୍ତି ବୋଲି ସୂଚନା ମିଳିଛି।
Prev Post