ପ୍ରତିଦିନ ଖାଆନ୍ତୁ ଅଦା, ମିଳିବ ଏହି ସବୁ ଫାଇଦା…

ଅଦା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଦୈନନ୍ଦିର ଜୀବନରେ ଅଦା ସେବନ କରିବା ନିହାତି ଜରୁରୀ । ଏହାର ଗୋଟିଏ ନୁହେଁ ବରଂ ଅନେକ ଫାଇଦା ରହିଛି । ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ ।

ଅଦା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଦୈନନ୍ଦିର ଜୀବନରେ ଅଦା ସେବନ କରିବା ନିହାତି ଜରୁରୀ । ଏହାର ଗୋଟିଏ ନୁହେଁ ବରଂ ଅନେକ ଫାଇଦା ରହିଛି । ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ ।

ଅଦା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଦୈନନ୍ଦିର ଜୀବନରେ ଅଦା ସେବନ କରିବା ନିହାତି ଜରୁରୀ । ଏହାର ଗୋଟିଏ ନୁହେଁ ବରଂ ଅନେକ ଫାଇଦା ରହିଛି । ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ । କିନ୍ତୁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଖାଆନ୍ତି ତେବେ ରକ୍ତରେ ଶର୍କରା ସ୍ତର ବଢିବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଅଦା ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ ।

ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ,  ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସୀମିତ ମାତ୍ରାରେ ଅଦା ଖାଇବା ଉଚିତ । ଯଦି ଆପଣ ଦିନକୁ ୪ ଗ୍ରାମ ଅଦା ଖାଆନ୍ତି ତେବେ ଏହା ରକ୍ତରେ ଶର୍କରା ସ୍ତର କମ୍ କରିବା ଏବଂ ଇନସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଅଧିକ ମାତ୍ରାରେ ଅଦା ଖାଆନ୍ତି ତେବେ ହୃଦଘାତ, ଡାଇରିଆ କିମ୍ବା ପେଟଜନିତ ସମସ୍ୟା ଦେଖାଦେଇପାରେ ।

ଯେଉଁମାନଙ୍କର ମାଇଗ୍ରେନଜନିତ ସମସ୍ୟା ଅଛି ସେମାନେ ମଧ୍ୟ ଏହାକୁ ସେବନ କରିପାରିବେ । ଏହାଦ୍ବାରା ଆପଣଙ୍କ ଯନ୍ତ୍ରଣା କମ୍ ହୋଇପାରିବ । ବିଶେଷକରି କଞ୍ଚା ଅଦା ଖାଇବା ଦ୍ବାରା ଆପଣଙ୍କୁ ଅଧିକ ଫାଇଦା ମିଳିବ ।