ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା ୩ ଅଧିକାରୀଙ୍କ ଦରମା ବନ୍ଦ By Darshana On Jan 8, 2026 163 0 ଜୟପୁର, ୦୮/୦୧: ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ। ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମ୍ଡି। ଆହୁରି ପଢ଼ନ୍ତୁ... ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’ Nov 1, 2026 ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ Nov 1, 2026 ଜେଲ ଡିଜି ପଦରୁ ହଟିଲେ ସୁଶାନ୍ତ… Nov 1, 2026 ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ… Nov 1, 2026 କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 0 163 Share