ହିଜାବ ବିବାଦ: ହାଇକୋର୍ଟର ଫଇସଲାକୁ ଭୁଲ କହିଲେ ଓୱେସୀ

ହିଜାବ ବିବାଦରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗୁରୁବାର କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତି ଠିକ୍ ନୁହେଁ । ଲାଗୁଥିଲା ଆଜି ହିଁ ମାମଲାର ଶୁଣାଣି ଶେଷ ହୋଇଯିବ । ତେବେ ସୁପ୍ରିମକୋର୍ଟର ଜଣେ ଜଜଙ୍କ ନିଷ୍ପତ୍ତି ଠିକ ଥିବା ବେଳେ ହାଇକୋର୍ଟର ରାୟ ଭୁଲ ଥିଲା ।

କର୍ଣ୍ଣାଟକରେ ମୁସଲିମ ଝିଅମାନେ ହିଜାବ ପରିଧାନ କରିଥାନ୍ତି, ସେମାନେ ଏଥିପାଇଁ ଏହା କରିଥାନ୍ତି କାରଣ ହିଜାବରେ ଏହାର ପ୍ରାବଧାନ ରହିଛି ଏବଂ ଆହ୍ଲା ଏହା ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ହିଜାବକୁ ପ୍ରସଙ୍ଗ ତିଆରି କରୁଛି । ଏହାକୁ ବ୍ୟାନ କରୁଛି, ଏହା ମୋର ରାୟ । ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ପୂରା ରାୟ ଆସିବ ତାପରେ ମୁଁ ଏ ପ୍ରସଙ୍ଗରେ ନିଜର ସମ୍ପୂର୍ଣ୍ଣ ମତ ରଖିବି ।