ରାଜ୍ୟରେ ଅସୁରକ୍ଷିତ ହାତୀ, ପୁଣି ଗଲା ଏକ ହାତୀର ଜୀବନ

ତେଲକୋଇ : ରାଜ୍ୟରେ ଅସୁରକ୍ଷିତ ହାତୀ।ପୁଣି ଗଲା ଏକ ହାତୀର ଜୀବନ। ତେଲକୋଇ ବନାଞ୍ଚଳ କାଳିଆହତା ସେକ୍ସନ ଅନ୍ତର୍ଗତ ଟୋଲକପଦା ଗାଁ ଜଙ୍ଗଲରେ ପଡି ରହିଛି ହାତୀର ମୃତ ଶରୀର ।

ହାତୀଟିର ମୃତ ଶରୀରକୁ ଜଗି ରହିଛନ୍ତି ହାତୀପଲ। ଆଜି ହାତୀ ସ୍କ୍ବାର୍ଡ କର୍ମଚାରୀ ମୃତ ହାତୀକୁ ଦେଖିବାକୁ ପାଇଥିଲେ।
ପୂର୍ବରୁ ସମ୍ବଲପୁରରେ ଏକ ହାତୀର ମୃତ୍ୟୁ ହୋଇଥିଲା ।

ଦୀର୍ଘ ୫ ଦିନ ପରେ ହାତୀକୁ ଉଦ୍ଧାର କରାଯାଇଥିଲା । ହେଲେ ହାତୀର ଜୀବନ ବଞ୍ଚେଇ ପାରିନଥିଲେ ବନ କର୍ମଚାରୀ ।