ଭୁବନେଶ୍ୱର, ୩୦/୦୪: ଆଉ କିଛି ସମୟ ପରେ ଆରମ୍ଭ ହେବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ଅଧିବେଶନ ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ବୈଠକ ଜାରି ରହିଛି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିଛି ବୈଠକ। ସ୍ୱତନ୍ତ୍ର ଅଧିବେଶନ ପାଇଁ ରଣନୀତି ନେଇ ଚାଲିଛି ଆଲୋଚନା। ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା ହେବ।
Next Post