ଭୁବନେଶ୍ୱର, ୦୧/୦୭: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ SI ପରୀକ୍ଷା। ଏ ନେଇ ସୂଚନା ଦେଇଛନ୍ତି OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ। ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ବୟସ ଗଡ଼ି ଯାଇଥିଲେ ବି ପରୀକ୍ଷା ଦେଇ ପାରିବେ। ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେବନି। ପରୀକ୍ଷା ପାଟର୍ଣ୍ଣ, ସିଲାବସ୍ରେ କୌଣସି ପ୍ରକାର ପରିବର୍ତ୍ତନ ହେବନି। ତ୍ରୁଟିଶୂନ୍ୟ ପରୀକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି OUSSSC ଅଧ୍ୟକ୍ଷ।
Prev Post
Next Post