ରାଜନୀତିରେ ସାମିଲ ହେବେ କି ଆକ୍ସନ ଷ୍ଟାର ?

ମୁମ୍ୱାଇ: ଆକ୍ସନ ଷ୍ଟାର ଅକ୍ଷୟ କୁମାର ସଦା ସର୍ବଦା ଚର୍ଚ୍ଚାର ରହିଥାନ୍ତି । ସେ ଫିଲ୍ମ ହେଉ ବା ତାଙ୍କର ପରୋପକାରିତା ପାଇଁ ସେ ଲାଇମ ଲାଇଟରେ ରହିଥାନ୍ତି । କେହି କେହି ତାଙ୍କୁ ଦୟାଳୁ ଷ୍ଟାର ବଲି କହିଥାନ୍ତି । ରିଲ ଲାଇଫ ଛଡା ରିଅଲ ଲାଇଫରେ ସେ ଅନେକ ସାହାଯ୍ୟ ସହଯୋଗ କରିବାର ନଜିର ରହିଛି ।

ଏବେ ଏମିତି କିଛି ଷ୍ଟେଟମେଣ୍ଟ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ରିଲ ଲାଇଫରେ ସେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଆକ୍ସନ ହେଉ ବା କମେଡି ସବୁଥିରେ ପାରଙ୍ଗମ । ଏପରିକି ଅନେକ ଦେଶପ୍ରେମ ପିଲ୍ମ ବି କରିଛନ୍ତି । ତାଙ୍କର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ସବୁ ରହିଛି । ସେହିପରି ସେ ସୋସିଆଲ ମିଡିଆରେ ସେ ସର୍ବଦା ଆକ୍ଟିଭ ଥାନ୍ତି ।