ଆସନ୍ତା ୫ ଦିନରେ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା Darshana Jun 28, 2023 0 ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାରେ ବର୍ଷା ସମ୍ଭାବନା
କେନ୍ଦୁଝର ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ Darshana Jun 28, 2023 0 ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
୨୮୦ କୋଟିର ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ Darshana Jun 28, 2023 0 ଏକାମ୍ର କ୍ଷେତ୍ରର ହେବ ନବୀକରଣ
ରିମାଣ୍ଡରେ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ Darshana Jun 28, 2023 0 ଜୁନ ୨୮ରୁ ୫ ଦିନ ଯାଏ ରିମାଣ୍ଡରେ ନେଲା ଭିଜିଲାନ୍ସ
ବିବାହ ଶୋଭାଯାତ୍ରାକୁ ଟ୍ରକ ଧକ୍କା; ୫ ମୃତ, ୯ ଗୁରୁତର Darshana Jun 28, 2023 0 କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା
ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ Darshana Jun 28, 2023 0 ୮୦ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ
ଓଡ଼ିଶା ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ଅରବିନ୍ଦ ପାଢ଼ୀ Darshana Jun 27, 2023 0 ବିଭାଗ ସମ୍ପର୍କିତ ଦାୟିତ୍ବ ସମ୍ବନ୍ଧରେ ଅଧିକାରୀଙ୍କ ସହ କଲେ ଆଲୋଚନା
ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ Darshana Jun 27, 2023 0 ବିଜେଡି ଦଳୀୟ କାର୍ଯ୍ୟରେ ପାଣ୍ଡିଆନଙ୍କ ଉପସ୍ଥିତି ସର୍ବ ଭାରତୀୟ ସେବା ଆଚରଣ ଉଲ୍ଲଂଘନ
ଏସିଆନ୍ କବାଡି ଚାମ୍ପିୟନଶିପ୍ ୨୦୨୩ କାର୍ଯ୍ୟସୂଚୀ ଘୋଷଣା Darshana Jun 27, 2023 0 ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଇରାନ, କୋରିଆ, ଜାପାନ, ଚାଇନିଜ୍ ତାଇପେ ଓ ହଂକଂ ଭଳି ୬ଟି ଦଳ ଭାଗ ନେଉଛନ୍ତି।