Browsing Category
ଓଡିଶା
ସମସ୍ତ ଯୋଗ୍ୟ ହିତାଧିକାରୀ ତତ୍କାଳ ଭତ୍ତା ପାଇବାର ଯୁଗ ଆରମ୍ଭ : ସନ୍ତୋଷ ଖଟୁଆ
ପବିତ୍ର ଜଗନ୍ନାଥଙ୍କ ଭୂମିରେ ଜଣଙ୍କର ମୃତ୍ୟୁ ହେଲେ ଆଉ ଜଣେ ଭତ୍ତା ପାଇବାର କ୍ରୁର ବ୍ୟବସ୍ଥାର ସମାପ୍ତ ଘଟିଛି : ଇରାସିସ ଆଚାର୍ଯ୍ୟ
ନଭେମ୍ବର ୧୧ ରୁ ୨୨ ପର୍ଯ୍ୟନ୍ତ ପାଳନ ହେବ ‘ଜନଜାତୀୟ ଗୌରବ ଦିବସ’
ଆଦିବାସୀ ସମାଜ ଭୋଟ୍ ବ୍ୟାଙ୍କ ନୁହେଁ, ଭାରତର ଆତ୍ମା: କାନ୍ଦ୍ରା ସୋରେନ
ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ
କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟଙ୍କ ଦ୍ୱାରା ପାୟଲ ସମ୍ବର୍ଦ୍ଧିତ
ୱାଲମିକୁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବାକୁ ୨୦ କୋଟି ଟଙ୍କା ମଞ୍ଜୁର
ଜଳ ପରିଚାଳନା, ଗବେଷଣା ଓ ଆଧୁନିକ ଜ୍ଞାନକୌଶଳର ପ୍ରସାର ହେବ ତ୍ୱରାନ୍ୱିତ
ଲୋକତନ୍ତ୍ର ବଞ୍ଚାଅ ଏବଂ ଅରାଜକତା ହଟାଅ: ଡଃ ତପନ ଚାନ୍ଦ
'SIR ପ୍ରକ୍ରିୟା ଏକ ବ୍ୟାପକ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା'
ବନ୍ୟା ମନୁଷ୍ୟକୃତ ନୁହେଁ, ଅପ୍ରତ୍ୟାଶିତ ବର୍ଷା ଯୋଗୁଁ ହୋଇଛି: ମୁଖ୍ୟ ଶାସନ ସଚିବ
'ବନ୍ୟା ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ'
ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୪୫ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
ସମ୍ବଲପୁର ମହୋତ୍ସବ – ୨୦୨୬: ଆକର୍ଷଣୀୟ ‘ସମଲେଇ ବରନ୍’ ଓ ଶୋଭାଯାତ୍ରା
ନଭେମ୍ବର ୧୫ରୁ ଅନୁଷ୍ଠିତ ହେବ ମହୋତ୍ସବ