Browsing Category
ଓଡିଶା
ମାମଲା ରଫାଦଫା କରିବାକୁ ୫୦ ହଜାର ଟଙ୍କା ନେଉଥିଲେ ଖଣ୍ଡଗିରି ଥାନା ଏସ୍ଆଇ
ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କମିସନରେଟ ପୁଲିସର ଜଣେ ଏସ୍ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…
ଭବାନୀପାଟଣାରେ ମେଡିକାଲ କଲେଜକୁ ମିଳିଲା ଅନୁମୋଦନ
ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଦରମହକୁମା…
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ, ଆବୋଲି ସୁନୀଲ ନରଭଣେଙ୍କୁ ନୂଆ ଦାୟିତ୍ବ
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଏଠାରେ ଥିବା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ବଦଳି ହୋଇଛି। ସୋନପୁର ଜିଲ୍ଲାପାଳ ଆବୋଲି ସୁନୀଲ…
ଚିଲିକା ମଝିରେ ଫସିଲା ୩ ଯାତ୍ରୀବାହୀଡଙ୍ଗା
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ନିକଟ ଚିଲିକାରେ ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଅଘଟଣ। ଏଠାରେ ଫସି ରହିଛି ୩ଟି…
ଆଜିଠୁ ୪ ଦିନ ପ୍ରବଳ ଖରା
ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା। ସକାଳ ପ୍ରାୟ ୭ଟାରୁ ଖରା ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଦିନ ୨ଟା…
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୧୦ ଯୁବକ ଗିରଫ, ସୁଧାରଗୃହକୁ ଗଲେ ୫ ନାବାଳକ
ଫେସବୁକ୍ ରିଲ୍ସରୁ ରିଏଲ କ୍ରାଇମ। ଦୁଇ ଦିନ ଧରି ଭୂଦାନ କଲୋନି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା। ହାତହତିଆର ଧରି ମାରଧର ସହ…
ପାହାଡ଼ର ଗୁମର କଥା: ବାଗୁଡ଼ିରୁ ବେଧଡ଼କ ପଥର ଚୋରି
ସୋର ବ୍ଲକ୍ ବାଗୁଡ଼ି ପାହାଡ଼ର ମହୁମୁହାଣ ଓ ଖଞ୍ଜାମାହାଲ ପଥର ଖାଦାନରେ ମାତିଛନ୍ତି ପଥରମାଫିଆ। ନିଲାମ ଦିଆଯାଇଥିବା ହାତଗଣତି ଖାଦାନକୁ…
ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ
ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯,୮୫୯ କୋଟି ଟଙ୍କା ମିଳିଥିବା ବେଳେ…
ବିରଳ ସହସ୍ରଦଳ କମଳ: ରୋପଣର ବର୍ଷକ ପରେ କଢ଼ ଆସିଲା, ୨ ସପ୍ତାହରେ ଫୁଲ ଫୁଟିଲା
କେନ୍ଦୁଝର ଜିଲ୍ଲା ବଡ଼ବିଲରେ ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ବା ସହସ୍ରଦଳ କମଳ ଫୁଟିଛି। ବଡ଼ବିଲ ସହର ପିଏଚଡି ସ୍ଥିତ…
ଧସେଇ ପଶୁଛି ଆନ୍ଧ୍ର, ଓଡ଼ିଶା ନୀରବ
‘ଗଞ୍ଜାମ ଜିଲ୍ଲାରେ ସୀମା ବିବାଦ ନାହିଁ’। ରାଜ୍ୟ ସରକାର ବିଧାନସଭାରେ କେତେ ସ୍ପଷ୍ଟୀକରଣ ରଖିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ।…