ବିଜେଡିର ବିଭିନ୍ନ ପଦବୀରେ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ପ୍ରଦାନ

ମୁଖ୍ୟମନ୍ତ୍ରୀ ବିଜେଡିର ନେତାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଛନ୍ତି

ବିଜୁ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ସଂଯୋଜକ ପଦବୀରେ ନିଯୁକ୍ତି

ଭୁବନେଶ୍ୱର,୨୦/୦୯: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଛନ୍ତି ।
ମୁଖ୍ୟ ସଂଯୋଜକ, ନିର୍ମାଣ ଶ୍ରମିକ ସଂଘ: ଶ୍ରୀ ବୈଦ୍ୟନାଥ ଦାସ, ଶ୍ରୀ ରାଜେନ୍ଦ୍ର ଦାସ, ଶ୍ରୀ ବାଳା ରୟ
ମୁଖ୍ୟ ସଂଯୋଜକ, ଷ୍ଟ୍ରିଟ ଭେଣ୍ଡର ସଂଘ: ଶ୍ରୀ ଜୁଗଳ ନାୟକ, ଶ୍ରୀ ବିକାଶ ଦାସ, ଶ୍ରୀ ଦେବେନ୍ଦ୍ର ପାଣିଗ୍ରାହୀ
ମୁଖ୍ୟ ସଂଯୋଜକ, ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ: ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ବିକ୍ରମ କୁମାର ପଣ୍ଡା, ଶ୍ରୀ ରାଜୀବ ମହାନ୍ତି
ମୁଖ୍ୟ ସଂଯୋଜକ, ଓଡିଶା ଜିପିଏଲଏଫ(ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ଏଲଏସପି, କୃଷି ମିତ୍ର, ପ୍ରାଣୀ ମିତ୍ର) ମହାସଂଘ: ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ଦିପାଳୀ ଦାସ, ଶ୍ରୀମତୀ ସୁଭଦ୍ରା ଦାସ
ମୁଖ୍ୟ ସଂଯୋଜକ, ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଏବଂ ସହାୟିକ ମହାସଂଘ: ଶ୍ରୀ ପ୍ରୀତି ରଞ୍ଜନ ଘଡାଇ, ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀ ଦୁର୍ଗା ସାମନ୍ତରାୟ
ମୁଖ୍ୟ ସଂଯୋଜକ, ଓଡିଶା ରୋଡ ଆଣ୍ଡ ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ: ଶ୍ରୀ ସୁଜିତ କୁମାର, ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ଶ୍ରୀ ମିହିର କୁମାର ରାଉତ, ଶ୍ରୀ ନବ କିଶୋର ମହାନ୍ତି
ମୁଖ୍ୟ ସଂଯୋଜକ, ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ: ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ଜୋଗେନ୍ଦ୍ର ସ୍ୱାଇଁ, ଶ୍ରୀ ନିରଞ୍ଜନ ପାତ୍ର, ଶ୍ରୀ ପ୍ରଦୀପ କୁମାର ନାୟକ
ମୁଖ୍ୟ ସଂଯୋଜକ, ଅଲ ଓଡିଶା ଆଶାକର୍ମୀ ସାମ୍ମୁଖ୍ୟ: ଶ୍ରୀ ସ୍ୱରୂପ କୁମାର ପାତ୍ର, ଶ୍ରୀ ନିରଞ୍ଜନ ପାତ୍ର, ଶ୍ରୀ ପ୍ରଦୀପ କୁମାର ନାୟକ
ମୁଖ୍ୟ ସଂଯୋଜକ, କୋଲ ଆଣ୍ଡ ମାଇନ୍ସ ୱାର୍କର୍ସ, ରେଲୱେ ୱାର୍କର୍ସ: ଶ୍ରୀ ସୁଶାନ୍ତ କୁମାର ବେହେରା, ଶ୍ରୀ କୁନାବିହାରୀ ଦାସ, ଶ୍ରୀ ପଂଚାନନ ସେନାପତି