ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ ହେବେ ।

ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରମିଳା

ଭୁବନେଶ୍ୱର,୨୦/୦୯: ଆସନ୍ତା ୨୨ ତାରିଖ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏ ନେଇ ବିଜେଡି ତାର ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡି ବାଚସ୍ପତି ପ୍ରାର୍ଥୀ ହେବେ । ଆସନ୍ତାକାଲି ପ୍ରମିଳା ପ୍ରାର୍ଥୀପତ୍ର ଦାଖଲ କରିବେ ।