ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ

ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ୬.୨ ତୀବ୍ରତା

ଆଫଗାନିସ୍ତାନ: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ କହିଛି।

ଭୂକମ୍ପର ଗଭୀରତା ୧୦ କିଲୋମିଟର (୬.୨୧ ମାଇଲ) ଥିଲା।

ଆଫଗାନିସ୍ତାନର ଫୈଜାବାଦରେ ୫.୨ ତୀବ୍ରତାର ଭୂମିକମ୍ପ ହେବାର କିଛି ମାସ ପରେ ଏହା ଘଟିଛି।