୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଏକାମ୍ର-ଭୁବନେଶ୍ୱର ଆସନ ପାଇଁ ପ୍ରଶାନ୍ତ କୁମାର ଚମ୍ପତିଙ୍କୁ କଂଗ୍ରେସ ମନୋନୀତ କରିଛି।

ସନ୍ତୋଷ ଜେନା ଜଟଣୀ ପ୍ରାର୍ଥୀ

ଭୁବନେଶ୍ବର, ୧୪/୦୪/୨୦୨୪: ଗତ କାଲି ୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ନିମ୍ନରେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା:

ଅତାବିରା(ଏସସି)- ଅଭିଷେକ ସେଠ
ତାଳସରା(ଏସଟି)- ଦେବେନ୍ଦ୍ର ଭିଟାରିଆ
କୁଚିଣ୍ଡା(ଏସଟି)- କେଦାରନାଥ ବରିହା
ରେଙ୍ଗାଲି(ଏସସି)- ଦିଲ୍ଲୀପ କୁମାର ଦୁରିଆ
ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ
ରାଇରାଖୋଲ- ଅସଫ ଅଲ୍ଲୀ ଖାନ୍
ଦେବଗଡ଼- ସେମ ହେମ୍ବ୍ରମ
ତେଲକୋଇ(ଏସଟି)- ନିର୍ମଳ ଚନ୍ଦ୍ର ନାୟକ
ଘସିପୁରା- ସୁବ୍ରତ ଚକ୍ର
ଆନନ୍ଦପୁର(ଏସସି)- ଜୟଦେବ ଜେନା
ପାଟଣା(ଏସଟି)- ହୃଷିକେଶ ନାୟକ
କେନ୍ଦୁଝର(ଏସଟି)- ପ୍ରତିଭା ମଞ୍ଜରୀ ନାୟକ
ଚମ୍ପୁଆ-ଯଶବନ୍ତ ଲଘୁରୀ
ଯଶିପୁର(ଏସଟି)- ଶ୍ୱେତା ଛତ୍ର
ସାରସକଣା(ଏସଟି)- ରାମ କୁମାର ସୋରେନ
ରାଇରଙ୍ଗପୁର(ଏସଟି)- ଯୋଗେନ୍ଦ୍ର ବରା
ବାଙ୍ଗିରିପୋଷି(ଏସଟି)- ମୁରଲୀ ଧର ନାୟକ
କରଞ୍ଜିଆ(ଏସଟି)- ଲକ୍ଷ୍ମୀଧର ସିଂ
ଉଦଳା(ଏସଟି)- ଦୁର୍ଗା ଚରଣ ଟୁଡୁ
ବାରିପଦା(ଏସଟି)- ବାଦଲ ହେମ୍ବ୍ରମ
ମୋରଡ଼ା-ପ୍ରଭାସ କର ମହାପାତ୍ର
ଭୋଗରାଇ – ସତ୍ୟ ଶିବ ଦାସ
ବସ୍ତା- ବିଜନ ନାୟକ
ରେମୁଣା(ଏସସି)- ସୁଦର୍ଶନ ଜେନା
ସୋର(ଏସସି)- ସୁବ୍ରତ ଧଡା
ସିମୁଳିଆ- ହିମାଂଶୁ ଶେଖର ବେହେରା
ଭଣ୍ଡାରିପୋଖରୀ- ନିରଞ୍ଜନ ପଟ୍ଟନାୟକ
ଭଦ୍ରକ- ଅସିତ ପଟ୍ଟନାୟକ
ବାସୁଦେବପୁର- ଅଶୋକ କୁମାର ଦାସ
ଧାମନଗର(ଏସସି)- ରଞ୍ଜନ କୁମାର ବେହେରା
ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର
ବିଂଝାରପୁର(ଏସସି)- କନକଲତା ମଲ୍ଲିକ
ବରୀ- ଆରତୀ ଦେଓ
ଧର୍ମଶାଳା- କିଷାନ ପଣ୍ଡା
ଯାଜପୁର- ସୁଦୀପ କୁମାର କର
କୋରେଇ- ବନ୍ଦିତା ପରିଡ଼ା
ଢେଙ୍କାନାଳ- ସୁସ୍ମିତା ସିଂହଦେଓ
ହିନ୍ଦୋଳ(ଏସସି)- ଗୋବର୍ଦ୍ଧନ ଶେଖର ନାୟକ
କାମାକ୍ଷାନଗର- ବିପ୍ରାବର ସାହୁ
ପରଜଙ୍ଗା- ରଣଜିତ କୁମାର ସାହୁ
ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ
ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ
ଛେଣ୍ଡିପଦା(ଏସସି)- ନରୋତ୍ତମ ନାୟକ
ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
ବୀରମହାରାଜପୁର(ଏସସି)- ପ୍ରଦୀପ ସେଠୀ
ସୋନପୁର- ପ୍ରିୟବ୍ରତ ସାହୁ
ଟିଟିଲାଗଡ଼(ଏସଟି)- ବୀରେନ୍ଦ୍ର ବାଗ
ଖରିଆର- କମଳ ଚରଣ ତାଣ୍ଡି
ବାଲିଗୁଡା(ଏସଟି)- ଉପେନ୍ଦ୍ର ପ୍ରଧାନ
ବଡମ୍ବା- ସଞ୍ଜୟ କୁମାର ସାହୁ
ବାଙ୍କୀ- ଦେବାଶିଷ ପଟ୍ଟନାୟକ
ଆଠଗଡ଼- ମେହବୁବ ଅହମ୍ମଦ ଖାଁ
ଚୌଦ୍ୱାର-କଟକ- ମୀରା ମଲ୍ଲିକ
ନିଆଳି(ଏସସି)- ଜ୍ୟୋତି ରଞ୍ଜନ ମଲ୍ଲିକ
କଟକ ସଦର(ଏସସି)- ରାମଚନ୍ଦ୍ର ଗୋଛାୟତ
ସାଲେପୁର- ଆକିବ ଉଜମାନ ଖାଁ
ପାଟକୁରା- ରତିକାନ୍ତ କାନୁନଗୋ
ଆଉଲ- ଦେବସ୍ମିତା ଶର୍ମା
ପାରାଦୀପ- ନିରଞ୍ଜନ ନାୟକ
ତିର୍ତ୍ତୋଲ(ଏସସି)- ହିମାଂଶୁ ଭୂଷଣ ମଲ୍ଲିକ
ବାଲିକୁଦା- ଏରସମା- ନଳିନୀ ସ୍ୱାଇଁ
ପୁରୀ- ସୁଜିତ ମହାପାତ୍ର
ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର
ଜୟଦେବ(ଏସସି)- ଜୟନ୍ତ କୁମାର ଭୋଇ
ଏକାମ୍ର – ଭୁବନେଶ୍ୱର- ପ୍ରଶାନ୍ତ କୁମାର ଚମ୍ପତି
ଜଟଣୀ – ସନ୍ତୋଷ ଜେନା
ବେଗୁନିଆ – ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ
ରଣପୁର – ବିଭୁ ପ୍ରସାଦ ମିଶ୍ର
ନୟାଗଡ଼ – ରଣଜିତ ଦାଶ
କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ବାଇଁ
ଖଲ୍ଲିକୋଟ(ଏସସି)- ଚିତ୍ରା ସେନ ବେହେରା
ଆସ୍କା-ସୁରଭି ବିଷୋୟୀ
ହିଞ୍ଜିଳି – ରଞ୍ଜିକାନ୍ତ ପାଢ଼ୀ
ବ୍ରହ୍ମପୁର- ଦୀପକ ପଟ୍ଟନାୟକ
ଦିଗପହଣ୍ଡି – ଶ୍ରୀଧର ଦେବ