ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

୬ ଜଣିଆ ଲିଷ୍ଟ ଜାରି

ଭୁବନେଶ୍ୱର,୨୨/୦୪/୨୦୨୪: ଆଜି ବିଜେଡି ଜାରି କରିଛି ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ବିଧାନସଭା ପ୍ରାର୍ଥୀ ତାଲିକା:

ହିନ୍ଦୋଳ- ମହେଶ ସାହୁ
ରଘୁନାଥପାଲ୍ଲୀ- ଅର୍ଚ୍ଚନା ରେଖା ବେହେରା
ବାଲିକୁଦା-ଏରସମା- ଶାରଦା ପ୍ରସନ୍ନ ଜେନା
କାକଟପୁର- ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
ବରୀ- ବିଶ୍ବରଞ୍ଜନ ମଲ୍ଲିକ