ପୁରୀ, ୧୪/୦୭: ରତ୍ନଭଣ୍ଡାର ଭିତରେ ଅସୁସ୍ଥ ହୋଇ ପଡିବା ଖବରକୁ ଖଣ୍ଡନ କରିଛନ୍ତି ପୁରୀ ଏସପି ପିନାକ ମିଶ୍ର। ଅସୁସ୍ଥ ହୋଇ ବେହୋସ ହୋଇ ଯାଇଥିବାର ଖବର ମିଳିଥିଲା। କିନ୍ତୁ ଶ୍ରୀମନ୍ଦିର ବାହାରକୁ ଆସି ଏସପି ପିନାକ ମିଶ୍ର ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହା ସହ ଏସ୍ଓପି ଅନୁସାରେ ସମସ୍ତ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଏସପି ପିନାକ ମିଶ୍ର।
Prev Post