ଭୁବନେଶ୍ୱର, ୧୭/୦୪: ରାଜ୍ୟରେ ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା ସୁଦୃଢ଼ କରିବା ପାଇଁ ଟ୍ରାଫିକ ବିଭାଗରେ ୨୦୦୦ ନୂଆ ପଦବୀ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସ୍ତରରେ ୭୦ ଓ ଜିଲ୍ଲା ସ୍ତରରେ ୧୯୩୦ଟି ନୂଆ ପଦବୀ ସୃଷ୍ଟି କରାଯାଇଛି।
ନିମ୍ନଲିଖିତ ରାଜ୍ୟସ୍ତରରେ ଟ୍ରାଫିକ୍ ପଦବୀ ସୃଷ୍ଟି:
ଏଡିଜିପି/ଆଇଜିପି- ଗୋଟିଏ ପଦବୀ,
ଡିଆଇଜି (ପୋଲିସ)- ଗୋଟିଏ ପଦବୀ
ଏସପି- ୨ ପଦବୀ
ଡିଏସପି- ୪ ପଦବୀ
ଇନ୍ସପେକ୍ଟର- ୬ ପଦବୀ
ଏସ୍ଆଇ- ୮ ପଦବୀ
ଏଏସଆଇ- ୮ ପଦବୀ
କନଷ୍ଟେବଳ- ୨୨ ପଦବୀ
ଡ୍ରାଇଭର- ୧୦ ପଦବୀ
ଏଷ୍ଟାବ୍ଲିଶମେଣ୍ଟ ଅଫିସର- ଗୋଟିଏ ପଦବୀ
ସେକ୍ସନ ଅଫିସର- ଗୋଟିଏ ପଦବୀ
ଏଏସଓ- ୩ ପଦବୀ
ଜୁନିୟର ଆସିଷ୍ଟାଣ୍ଟ- ୩ ପଦବୀ
ନିମ୍ନଲିଖିତ ଜିଲ୍ଲାସ୍ତରରେ ଟ୍ରାଫିକ୍ ପଦବୀ ସୃଷ୍ଟି:
ଡିଏସପି- ୫ ପଦବୀ
ଇନ୍ସପେକ୍ଟର- ୪୧ ପଦବୀ
ସବ୍ ଇନ୍ସପେକ୍ଟର- ୮୩ ପଦବୀ
ଏଏସ୍ଆଇ- ୮୩ ପଦବୀ
ହାବିଲଦାର- ୩୧୦ ପଦବୀ
କନଷ୍ଟେବଳ- ୧୪୦୮ ପଦବୀ