ପୁରୀ ରଥଯାତ୍ରା: କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଅଧିକ ସୂଚନା ପାଇଁ ଭିଜିଟ୍ କରନ୍ତୁ ଦର୍ଶନ ପେଜ୍

ପୁରୀ, ୨୬/୦୬: ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସ୍ୱତନ୍ତ୍ର ଆମ ବସ୍ ସେବା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ସ୍ୱତନ୍ତ୍ର ଆମ ବସ୍। ଜୁନ୍ ୨୭ ଓ ୨୮ରେ ଚାଲିବ। ଏହା ପରେ ପୁଣି ଜୁଲାଇ ୫ ରୁ ୭ ପର୍ଯ୍ୟନ୍ତ ଚାଲିବ। ରଥଯାତ୍ରାରେ ସାମିଲ ହେବା ପାଇଁ ଯାତ୍ରୀଙ୍କୁ କୌଣସି ବାଧା ସୃଷ୍ଟି ନ ହେବାକୁ ଏହି ସୁବିଧା କରାଯାଇଛି। ଏହା ସହିତ ଉପରୋକ୍ତ ସମୟ ମଧ୍ୟରେ ରୁଟ୍ ନମ୍ବର ୫୨, ୫୩, ୭୩, ୭୪, ଏବଂ ୭୯ ଅସ୍ଥାୟୀ ଭାବରେ ବନ୍ଦ ରହିବ।

ରୁଟ DD1: ଭୁବନେଶ୍ୱର ବିମାନବନ୍ଦର – ପୁରୀରେ ଶ୍ରୀ ମନ୍ଦିର ପାର୍କିଂ ପର୍ଯ୍ୟନ୍ତ ଯିବାକୁ ଥିବା ଆମ ବସର ସମୟ

ଭୁବନେଶ୍ୱର ବିମାନବନ୍ଦରରୁ

06:50 AM (AC)

07:15 AM (AC)

07:45 AM (AC)

09:15 AM (AC)

10:25 AM (AC)

02:45 PM (AC)

03:45 PM (AC)

04:45 PM (AC)

06:00 PM (AC)

06:40 PM (AC)

ତାଳବଣିଆ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପାର୍କିଂ ପର୍ଯ୍ୟନ୍ତ ବସର ସମୟ

07:00 AM (AC)

08:00 AM (AC)

10:30 AM (AC)

11:30 AM (AC)

12:30 PM (AC)

03:30 PM (AC)

04:30 PM (AC)

06:15 PM (AC)

07:15 PM (AC)

08:15 PM (AC)

 

ଅନ୍ୟାନ୍ୟ ପ୍ରମୁଖ ରୁଟ୍ ପାଇଁ ସଂଶୋଧିତ ସମୟ ସୂଚୀ ନିମ୍ନରେ ଉପଲବ୍ଧ:-