ମୁସଲମାନକୁ ବହୁ ବିବାହରେ ଆଲହାବାଦ ହାଇକୋର୍ଟଙ୍କ ଟିପ୍ପଣୀ: ଯେଉଁଠି ମହିଳାଙ୍କ ସମ୍ମାନ ନାହିଁ, ତାହା ସଭ୍ୟ ସମାଜ ନୁହେଁ
ଆଲହାବାଦ ହାଇକୋର୍ଟ ଏକ ଗୁରୁତ୍ୱୂର୍ଣ୍ଣ ରାୟରେ ଇସ୍ଲାମିକ ଆଇନ ଜଣେ ନôୀ ଥାଇ ମୁସଲମାନକୁ ଦ୍ୱିତୀୟ ବିବାହ ଲାଗି ଅଧିକାର ଦେଇଛି, ତେବେ ପ୍ରଥମ ପନôୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଏକାଠି ରହିବାକୁ ବାଧ୍ୟ କରିବା ଲାଗି କୋର୍ଟଙ୍କ ଆଦେଶ ପାଇବାକୁ ଅଧିକାର ଦେଇନଥିବା କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ପନôୀଙ୍କ ସହମତି ବିନା ତାଙ୍କୁ ନ ଜଣାଇ ଦ୍ୱିତୀୟ ବିବାହ କରିବା ତାଙ୍କ୍ରତି ନିଷ୍ଠୁରତା । ଏଥିରେ କୋର୍ଟ େଉଁ ସମାଜରେ ମହିଳାଙ୍କ ସମ୍ମାନ ନାହିଁ ସେ ସମାଜକୁ ସଭ୍ୟ ସମାଜ କୁହାାଇପାରିବନି ବୋଲି କହିଛନ୍ତି । ଏଲହାବାଦ ହାଇକୋର୍ଟ କହିଛନ୍ତି ଯେ ମହିଳାଙ୍କୁ ସମ୍ମାନ କରୁଥିବା ଦେଶକୁ ସଭ୍ୟ ଦେଶ କୁହାାଇପାରେ । ଏଣୁ ମୁସଲମାନ ନିଜେ ଜଣେ ନôୀ ଥାଇ ଦ୍ୱିତୀୟ ବିବାହରୁ ନିବୃତ୍ତ ରହିବା ଦରକାର ବୋଲି କହିଛନ୍ତି ।
ଜଣେ ପନôୀଙ୍କ ପ୍ରତି ନ୍ୟାୟ କରିାରୁନଥିବା ମୁସ୍ଲିମକୁ ଦ୍ୱିତୀୟ ବିବାହ କରିବା ଲାଗି ସ୍ୱୟଂ କୁରାନ ମଧ୍ୟ ଅନୁମତି ଦେଉ ନଥିବା କୋର୍ଟ କହିଛନ୍ତି । ଏହା ସତ୍ତ୍ୱେ ଯଦି କୋର୍ଟ ୍ରଥମ ପନôୀଙ୍କୁ ତାଙ୍କ ଇଛା ବିନା ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରନ୍ତି ଏହା ସମ୍ପୃକ୍ତ ମହିଳାଙ୍କ ଗୌରବମୟ ଜୀବନ ଓ ବ୍ୟକ୍ତି ସ୍ୱତନ୍ତ୍ରତାର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ ବୋଲି କହିଛନ୍ତି । ହାଇକୋର୍ଟ କୁରାନର ସୁରା ୪ ଆୟତ ୩ର ଉଦାହରଣ ଦେଇ କହିଛନ୍ତି ଯେ ଯଦି ମୁସଲମାନ ନିଜ ପନôୀ ଓ ପିଲାଙ୍କ ଉ ଯଦି ମୁସଲମାନ ନିଜ ପନôୀ ଓ ପିଲାଙ୍କ ଉପଯୁକ୍ତ ଦେଖାଶୁଣା କରିବାକୁ ଅକ୍ଷମ ତାଙ୍କୁ ଦ୍ୱିତୀୟ ବିବାହ ଲାଗି ଅନୁମତି ଦିଆଯାଇ ନାରେ ବୋଲି ସ୍ପଷ୍ଟ ରୂେ ଉଲ୍ଲେଖ ରହିଛି । ହାଇକୋର୍ଟଙ୍କ ଜଷ୍ଟିସ୍ ଏସ.ି.କେସରୱାନୀ ଓ ଜଷ୍ଟିସ୍ ରେଜେନ୍ଦ୍ର କୁମାରଙ୍କ ଖଣ୍ଡୀଠ ମାମଲାରେ କବିର ନଗର ଫ୍ୟାମିଲି କୋର୍ଟଙ୍କ ଆଦେଶକୁ କାୟମ ରଖିଥିବା ବେଳେ ଏହାକୁ ଚାଲେଞ୍ଜ କରିଥିବା ଅଜିଜୁର ରହମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି । ସନ୍ଥ କବୀର ନଗର ଫ୍ୟାମିଲିକୋର୍ଟ ପ୍ରଥମ ପନôୀ ହମିଦୁନ୍ନିଶା ଓରଫ ସଫିକୁଂନିଶାଙ୍କୁ ତାଙ୍କ ଇଛା ବିରୋଧରେ ପତିଙ୍କ ସହିତ ରହିବା ଲାଗି ଆଦେଶ ଦେବାକୁ ମନା କରିଦେଇଥିଲେ । ଏହି ରାୟକୁ ଆବେଦନକାରୀ ଅଜିଜୁର ରହମାନ ଏଲହାବାଦ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।